ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶିବ ଆରାଧନା-‘ବୋଲ ବମ ହର ହର ବମ’
ଭୁବନେଶ୍ୱର//TATKAL ODISHA//
ଶ୍ରାବଣ ମାସରେ ସବୁକିଛି ଶିବମୟ I
ସେ ସଦାଶିବ, ସେ ମହେଶ୍ୱର, ସେ ନୀଳକଣ୍ଠ, ସେ ରୁଦ୍ର, ସେ ଯଟାଧର, ସେ ଗଙ୍ଗାଧର.. ଆଉ ସେ ଦେବ ଦେବ ମହାଦେବ…
କୋପେ ବର ତ ତପେ ବର I ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ମହାପ୍ରଭୁଙ୍କୁ କିଏ କେତେ ନିଷ୍ଠାର ସହ କଷ୍ଟ କରି ଆରାଧନା କରୁଛି I
ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁ ସେମିତି ଭଜନ ଜରିଆରେ ନିଜର ଭକ୍ତି ଓ ତନ୍ମୟତାର ଭାବ ଦେଖାଇଛନ୍ତି… ଆସନ୍ତୁ ତାଙ୍କ କଣ୍ଠରୁ ଶୁଣିବା ସୁମଧୁର ଶିବ ଭଜନ-
‘ବୋଲ ବମ ହର ହର ବମ’
ଶୁଣନ୍ତୁ…