ତିନି ମନ୍ତ୍ରୀଙ୍କ ବିଭାଗ ମଧ୍ୟରେ ବଣ୍ଟନ, ଆରୁଖଙ୍କୁ ଅର୍ଥ

0

ଭୁବନେଶ୍ୱର//TATKAL ODISHA//

ନୂଆ ମନ୍ତ୍ରୀ ଭାବେ ତିନି ମନ୍ତ୍ରୀ ଶପଥ ନେବା ପରେ ବିଭାଗ ବଣ୍ଟନ ହୋଇଛି I 

ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ

 ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ

 ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ଓ ଇଏସ୍‌ଆଇ ବିଭାଗ

 ଅନ୍ୟ କୌଣସି ମନ୍ତ୍ରୀଙ୍କ ବିଭାଗ ବଦଳି ନାହିଁ ।

ନିରଞ୍ଜନ ପୂଜାରୀଙ୍କ ହାତରେ ଅର୍ଥ ଓ ସଂସଦୀୟ ବ୍ୟାପାର

 ଏବେ ତାଙ୍କ ହାତରୁ ଅର୍ଥ ବିଭାଗ କାଢ଼ି ବିକ୍ରମ ଆରୁଖଙ୍କୁ ଦିଆଯାଇଛି । ସେହିଭଳି ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ସମୀର ଦାଶ ଏବଂ ଶ୍ରମ ବିଭାଗର ଦାୟିତ୍ୱ ଶ୍ରୀକାନ୍ତ ସାହୁଙ୍କ ପାଖରେ ଥିଲା । ମାନଙ୍କ ଇସ୍ତଫା ପରେ ଏହି ଦୁଇ ବିଭାଗର ମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ଏବେ ସୁଦାମ ମାର୍ଣ୍ଡି ଓ ସାରଦା ନାୟକଙ୍କ ମଧ୍ୟରେ ଏହା ବାଣ୍ଟି 

Leave A Reply

Your email address will not be published.