ଟିକସ ଫାଙ୍କି ଅଭିଯୋଗ, ସନାତନ ମହାକୁଡ଼ଙ୍କ ଘରେ ଆଇଟି ରେଡ

0

ଭୁବନେଶ୍ୱର, କେନ୍ଦୁଝର //TATKAL ODISHA//

ଟିକସ ଫାଙ୍କି ଅଭିଯୋଗରେ ଓଡ଼ିଶାର ଅନ୍ୟତମ ବାହୁବଳୀ ନେତା ଓ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆଟି  ରେଡ୍ ହୋଇଛି ।

ଏକସଙ୍ଗେ ଭୁବନେଶ୍ୱର, ଯୋଡ଼ା ଓ କେନ୍ଦୁଝର ଭଳି  10 ଜାଗାରେ ଚଢ଼ଉ କରାଯାଇଛି I ପ୍ରାୟ ଦିନ ତମାମ ଚଢ଼ାଉ ଚାଲିବ I 

   ଖଣି ଦୁର୍ନୀତି ଅଭିଯୋଗରେ 2015ରେ ଇଡି ତାଙ୍କ ଘର ଓ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚଢ଼ଉ କରିଥିଲା । ପରେ ପୁଲିସ ମାଗକୁଡ଼ଙ୍କ  16 ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । 

Leave A Reply

Your email address will not be published.