ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡି ୪୦ ଜଣିଆ ଷ୍ଟାର୍ କ୍ୟାମ୍ପନର ତାଲିକାରେ ସୁଶାନ୍ତ ସିଂ
- ସର୍ବାଗ୍ରେ ମୁଖ୍ୟମନ୍ତ୍ରୀ , ଦ୍ୱିତୀୟରେ ପ୍ରଣବ, ତୃତୀୟରେ ଦେବୀ, ଚତୁର୍ଥରେ ପ୍ରସନ୍ନ
- ଭୁବନେଶ୍ୱର//TATKAL ODISHA
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିଜେଡି ‘ଷ୍ଟାର କ୍ୟାମ୍ପନର’ଙ୍କ ତାଲିକା ପ୍ରକାଶ କରିଛି ।ଉକ୍ତ ‘ଷ୍ଟାର କ୍ୟାମ୍ପନର’ ତାଲିକାରେ ବି ବିଧାୟକ ସୁଶାନ୍ତ ସିଂଙ୍କ ନାମ ରହିଛି ।
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଲିକାର ସର୍ବାଗ୍ରେ ରହିଥିବାବେଳେ ଦ୍ୱିତୀୟରେ ଅଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ତୃତୀୟରେ ଦେବୀ ପ୍ରସାଦ ମିଶ୍ର ଓ ଚତୁର୍ଥରେ ଅଛନ୍ତି ପ୍ରସନ୍ନ କୁମାର ଆଚାର୍ଯ୍ୟ ।
- ଶାରଦା ପ୍ରସାଦ ନାୟକ,
- ନିରଞ୍ଜନ ପୂଜାରୀ,
- ଅଶୋକ ଚନ୍ଦ୍ର ପଣ୍ଡା ,
- ପଦ୍ମନାଭ ବେହେରା,
- ପ୍ରଦାପ କେଶରୀ ଦେବ
- ଅତନୁ ସବ୍ୟସାଚୀ ନାୟକ,
- ଅରୁଣ ସାହୁ,
- ପ୍ରଦାପ ଜେନା,
- ସ୍ନେହାଙ୍ଗୀନି ଛୁରିଆ,
- ଟୁକୁନି ସାହୁ,
- ପ୍ରଶାନ୍ତ ମୁଦୁଲି,
- ପୁଷ୍ପେନ୍ଦ ସିଂଦେଓ,
- ଦିବ୍ୟ ଶଙ୍କର ମିଶ୍ର,
- ରିତା ସାହୁ,
- ଅଳକା ମହାନ୍ତି,
- ଚନ୍ଦ୍ରଶେଖର ସାହୁ,
- ବ୍ରଜ କିଶୋର ପ୍ରଧାନ,
- ପ୍ରଣବ ବଳବନ୍ତରାୟ,
- କିଶୋର ନାୟକ,
- ଦେବୀ ରଞ୍ଜନ ତ୍ରିପାଠୀ,
- ସୌଭିକ ବିଶ୍ୱାଳ,
- ସ୍ୱରୂପ କୁମାର ଦାସ,
- ରୁଦ୍ର ପ୍ରତାପ ମହାରଥି,
- ଯୋଗେଶ ସିଂ,
- ରୋମାଞ୍ଚ ରଞ୍ଜନ ବିଶ୍ୱାଳ ,
- ଅରିନ୍ଦମ ରୟ ଓ ସତ୍ୟବ୍ରତ ତ୍ରିପାଠୀ ବା କୁନା ତ୍ରିପାଠୀଙ୍କ ନାମ ରହିଛି ।