ଜୟନାରାୟଣଙ୍କ ପୁଣି ବିସ୍ପୋରଣ : ଶାସକ ଦଳର ୪୬ ବିଧାୟକଙ୍କ ନାଁରେ ୧୮୦ ମାମଲା
ଭୁବନେଶ୍ୱର,//TATKAL ODISHA//
ଶାସକ ଦଳର ୪୬ ଜଣ ବିଧାୟକଙ୍କ ନାଁରେ ୧୮୦ ମାମଲା ରହିଛି। ୬ ଜଣଙ୍କ ନାଁରେ ୩୦୭, ୫ ଜଣଙ୍କ ନାଁରେ ଅସଦାଚରଣ ମାମଲା ରହିଛି I
ବିଧାନସଭା ଶୂନ୍ୟକାଳରେ ଜୟନାରାୟଣ ମିଶ୍ର ପୁଣି ଏଭଳି ଢଙ୍ଗରେ ବିସ୍ପୋରଣ କରିଛନ୍ତି I ସେ କହିଛନ୍ତି ଯେ, ଯଦି ମୁଁ ଅପରାଧୀ, ମୋ ନାଁରେ ଚାର୍ଜସିଟ୍ କରନ୍ତୁ I ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ, ମୋ ସହ ଖୋଲା ବିତର୍କ କରନ୍ତୁ’ I
ଜୟନାରାୟଣ କହିଛନ୍ତି, ଜଣେ ବିଧାୟକ ନାଁରେ ବଳାତ୍କାର, ୪ ଜଣଙ୍କ ନାଁରେ ଅପହରଣ ମାମଲା ରହିଛି I ଯଦି ମୁଁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରମାଣ କରାଯାଏ, ତାହାଲେ ରାଜନୀତି ଛାଡ଼ିଦେବି I
-ନିଜ କଥା କହି ମାଡ଼ ଖାଇଥିବା ଲୋକ ନାଁରେ ମାମଲା ହେଉଛି ବୋଲି