କେନ୍ଦ୍ର ବଜେଟ : ଆୟକର ସୀମା 5ରୁ 7ଲକ୍ଷ ବୃଦ୍ଧି

0
  • ନୂଆଦିଲ୍ଲୀ//TATKAL ODISHA//

ମଧ୍ୟମ ବର୍ଗଙ୍କ ପାଇଁ ବଡ଼ ଘୋଷଣା I 7 ଲକ୍ଷ ପର୍ଯ୍ୟନ୍ତ ଆୟରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ I

2023-24 ବଜେଟ ଉପସ୍ଥାପନା କରି ଏହା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ I

ବଜେଟ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କେନ୍ଦ୍ର ଅର୍ଥ ମନ୍ତ୍ରୀ

ଦେଖନ୍ତୁ ଆୟକର ସ୍ଲାବ…

  • 0ରୁ 3 ଲକ୍ଷ ବାର୍ଷିକ ଆୟରେ – 0% ଟିକସ
  • 3ରୁ 6 ଲକ୍ଷ ବାର୍ଷିକ ଆୟରେ – 5% ଟିକସ
  • 6ରୁ 9 ଲକ୍ଷ ବାର୍ଷିକ ଆୟରେ – 10% ଟିକସ
  • 12ରୁ 15 ଲକ୍ଷ ବାର୍ଷିକ ଆୟରେ – 20% ଟିକସ
  • 15 ଲକ୍ଷରୁ ଅଧିକ ବାର୍ଷିକ ଆୟରେ – 30% ଟିକସ

Leave A Reply

Your email address will not be published.