ଆଇଏଏସ୍ ହେଲେ ୧୩ ଓଏଏସ୍‌

0
  • ତାଲିକାରେ ଢେଙ୍କାନାଳ,ଝାରସୁଗୁଡ଼ା ଜିଲ୍ଲାପାଳ
  • ନୂଆଦିଲ୍ଲୀ,ଭୁବନେଶ୍ୱର// TATKAL ODISHA//

ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୧୩ ଓଡ଼ିଶା ପ୍ରଶାସନିକ ଅଧିକାରୀ(ଓଏଏସ୍‌)ଙ୍କୁ ଓଡ଼ିଶା ସରକାର ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ଦେଇଥିଲେ । ହେଲେ ଅନୁମୋଦନ ସହ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ତାଲିକା ପଠାଇଥିଲେ । ସେହି ବିଜ୍ଞପ୍ତି ପ୍ରକାଶ ପାଇଛି I

ତେର ଜଣ ଭିତରେ

  • କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସଚିବ ତୁଷାରକାନ୍ତ ମହାନ୍ତି,
  • ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ,
  • ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ,
  • ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମହାନ୍ତି,
  • ଖଣି ଓ ଇସ୍ପାତ ବିଭାଗର ସ୍ୱତନ୍ତ୍ର ସଚିବ ଅବନୀକାନ୍ତ ପଟ୍ଟନାୟକ
  • ଓଏଭିଏସ୍ ପ୍ରୋଜେକ୍ଟ ଡାଇରେକ୍ଟର ସଂଗ୍ରାମ କେଶରୀ ମହାପାତ୍ର,
  • ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି,
  • ଓଏସ୍‌ଡବ୍ଲ୍ୟସିର ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା,
  • ଜଙ୍ଗଲ ଓ ପରିବେଶ ବିଭାଗ ସ୍ୱତନ୍ତ୍ର ସଚିବ ଦେବେନ କୁମାର ପ୍ରଧାନ,
  • ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ତ୍ରିଲୋଚନ ମାଝୀ,
  • ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଶକୁନ୍ତଳା ବିନ୍ଧାଣୀ,
  • ଓଡ଼ିଶା ଏସଟିଏସ୍‌ସିନିଗମର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ପ୍ରଧାନ
  • ଇଡ୍‌କୋର ସିଜିଏମ୍ ବିଜୟ କୁମାର ଦାସ I ଏମାନେ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ପାଇଁ ପାଇଛନ୍ତି I

Leave A Reply

Your email address will not be published.