ଅତିରିକ୍ତ ଶାସନ ସଚିବ ପ୍ୟାନେଲରେ ଓଡ଼ିଶାର ଦୁଇ IAS
- ଦୁଇ ଆଇଏଏସ ହେଉଛନ୍ତି ପ୍ରମୋଦ ମେହେର୍ଦ୍ଦା, ସଂଜୀବ ମିଶ୍ର
- ନୂଆଦିଲ୍ଲୀ ,//’TATKAL ODISHA//
କେନ୍ଦ୍ରୀୟ ଡେପୁଟେସନରେ ଥିବା ଦୁଇ ବରିଷ୍ଠ ଆଇଏଏସ୍ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳରେ ଅତିରିକ୍ତ ଶାସନ ସଚିବ ପାହ୍ୟାରେ ତାଲିକାଭୁକ୍ତ ହୋଇଛି ।
୧୯୯୭ ବ୍ୟାଚର ଦୁଇ ଆଇଏଏସ୍ ହେଉଛନ୍ତି ସଞ୍ଜିବ କୁମାର ମିଶ୍ର ଓ ପ୍ରମୋଦ କୁମାର ମେହେର୍ଦ୍ଦା ।
ଦେଶର ମୋଟ୍ ୨୦ ତାଲିକା ଭୁକ୍ତ ଆଇଏଏସ୍ଙ୍କ ଭିତରେ ଏମାନଙ୍କ ନାମ ରହିଛି । କ୍ୟାବିନେଟ୍ କମିଟି ତାହା ଅନୁମୋଦନ କରିଛନ୍ତି ।