ଲଘୁଚାପ ଯୋଗୁଁ ଶୀତ ବିଳମ୍ବିତ

0
  • ଭୁବନେଶ୍ୱର,//TATKAL ODISHA//

ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ବଳୟ ଓ କ୍ଷେତ୍ର ସୃଷ୍ଟି ହେଉଥିବାରୁ ରାଜ୍ୟରେ ବିଳମ୍ବରେ ଶୀତ ଆସିବ I

ଭାରତୀୟ  ପାଣିପାଗ ବିଭାଗ(ଆଇଏମଡି) ଏହି ପୂର୍ବାନୁମାନ କରିଛି I

IMD DG ମୃତୁଞ୍ଜୟ ମହାପାତ୍ର

IMD କହିଛି ଯେ, ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି I ତାହା ଘନୀଭୂତ ହୋଇ ଲଘୁଚାପରେ ରୂପାନ୍ତରିତ ହେବ I

ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ I

ରେକର୍ଡ ଅନୁସାରେ ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ  ଋତୁରେ 1184.3 ମିମି ବର୍ଷା ରେକର୍ଡ କରାଯାଇଛି I  ତାହା ସ୍ୱାଭାବିକ ବର୍ଷା ତୁଳନାରେ 8% ଅଧିକ ବୋଲି ଆକଳନ କରାଯାଇଛି I

Leave A Reply

Your email address will not be published.