ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ଭାରତୀୟ ଜ୍ୱାଇଁ ରିଷି
- ଚତୁର୍ଥ ରାଉଣ୍ଡ ସୁଦ୍ଧା ଆଗରେ
- ଲଣ୍ଡନ//TATKAL ODISHA//
ଭାରତର ଜ୍ୱାଇଁ ରିଷି ସୁନକ ବ୍ରିଟେନରେ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ I ଚତୁର୍ଥ ରାଉଣ୍ଡ ସୁଦ୍ଧା ସେ ଦୁଇ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇ ଦେଇଛନ୍ତି I ତେବେ ଶାସକ ଦଳର ନେତା ବୋରିଶ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଏବେ କାମଚଳା ପ୍ରଧାନମନ୍ତ୍ରୀ ଅଛନ୍ତି I
ବ୍ରିଟେନରେ ସେପ୍ଟେମ୍ବର ୫ରେ ଜଣାପଡ଼ିବ କିଏ ହେବେ ଶାସକ ଦଳ ବା କଞ୍ଜରଭେଟିଭ ପାର୍ଟିର ନେତା I
- ଦଳର ନେତା ହେବା ପାଇଁ ଠିଆ ହୋଇଥିଲେ ୮ ଜଣ I ସେମାନଙ୍କ ପାଖରେ ୨୦ ଏମପିଙ୍କ ସମର୍ଥନ ଥିଲା I -୫ଟି ରାଉଣ୍ଡରେ ଗୋପନ ଭୋଟ ଦେଉଛନ୍ତି ଦଳର ୩୫୮ ଏମପି I
- ପ୍ରତି ଥର କମ ଭୋଟ ପାଉଥିବା ତଳ ନେତା କଟିବେ ଅନ୍ୟମାନଙ୍କୁ ନେଇ ପୁଣି ଦଳରେ ଭୋଟ ହେବ I
- -୫ଟି ପର୍ଯ୍ୟାୟରେ ଆଭ୍ୟନ୍ତରୀଣ ଭୋଟ ପରେ ଶେଷ ଦୁଇ ଜଣଙ୍କ ନାଁ ବୁଧବାର ରାତିରେ ଘୋଷଣା ହେବ I
- ଶେଷ ଦୁଇ ଜଣଙ୍କ ଭିତରୁ ଇଲୋକଟ୍ରୋନିକ ଭୋଟରେ ଦଳର ନେତା ବାଛିବେ ୧.୬୦ ଲକ୍ଷ ଦଳୀୟ ସଦସ୍ୟ।
- ଶେଷ ଦୁଇ ନେତାଙ୍କ ଭିତରେ ନୀତି ନେଇ ବିତର୍କ ହେବ ଓ ଦଳର କର୍ମୀ ବାଛିବେ ନେତା
- #################################