ପାଞ୍ଚ ବରିଷ୍ଠ OASଙ୍କ ପଦୋନ୍ନତି
ଭୁବନେଶ୍ୱର// TATKAL ODISHA//
ପାଞ୍ଚ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ (OAS) ପଦୋନ୍ନତି ପାଇଛନ୍ତି I
ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିଶ କ୍ରମେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପାଇଛି I
ସେମାନେ ହେଉଛନ୍ତି..
- ହର ପ୍ରସାଦ ଭୋଇ
- ଭକ୍ତବନ୍ଧୁ ଦଳାଇ
- ଦେବି ପ୍ରସାଦ ଟାଲି
- ଅଭିମନ୍ୟୁ ବେହରା
- ସୁଧାଂଶୁ କୁମାର ଭୋଇ