ଓଡ଼ିଶା ଗସ୍ତରେ ଓଡ଼ିଆ ଝିଅ ଦ୍ରୌପଦୀ, କେଉଁ ଓଡ଼ିଆ କେଉଁଠି ଅବସ୍ଥାପିତ ଜାଣନ୍ତୁ..

0
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ଓଡ଼ିଆ ଝିଅ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତ କରୁଛନ୍ତି I ଶୁକ୍ରବାର ପୂର୍ବାହ୍ନ 10ରେ ଓଡ଼ିଶାରେ ପହଞ୍ଚିବେ I ଏଇ ଦିନିକିଆ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ବିଜେଡି-ବିଜେପିର ସାଂସଦ ଓ ବିଧାୟକଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି I ବିଜେଡି ବି ପୂର୍ବରୁ ସମର୍ଥନ ଘୋଷଣା କରିଛି I

ସଂଖ୍ୟା ଗଣିତ ଦୃଷ୍ଟିରୁ ଦେଶର ସର୍ବୋଚ୍ଚ ପଦବୀରେ ଦ୍ରୌପଦୀ ଜିତିବା ନିଶ୍ଚିତ I ତେଣୁ ତାଙ୍କ ପାଇଁ ଓଡ଼ିଶା ଗର୍ବିତ I ସେହିଭଳି ବହୁ ଓଡ଼ିଆ ନେତା ଓ ଅଧିକାରୀ ଏବେ ଦେଶର ବହୁ ସର୍ବୋଚ୍ଚ ପଦବୀରେ ଅଛନ୍ତି I ଏନେଇ ଚର୍ଚ୍ଚା ଜୋର ଧରିଛି…

ଆସନ୍ତୁ ଜାଣିବା ଓ ଚିହ୍ନିବା ସେଇ ଓଡ଼ିଆଙ୍କୁ….

************************************************

ଦ୍ରୌପଦୀ ମୁର୍ମୁ (ରାଷ୍ଟ୍ରପତି ପ୍ରାର୍ଥୀ)
●ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ
●ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ


  • ୧. ପ୍ରମୋଦ ମିଶ୍ର, ପ୍ରମୁଖ ସଚିବ, ପ୍ରଧାନମନ୍ତ୍ରୀ
  • ୨. ଶକ୍ତିକାନ୍ତ ଦାସ, ଆରବିଆଇ ଗଭର୍ଣର
  • ୩. ଗିରୀଶ ମୁର୍ମୁ, ସିଏଜି
  • ୪. ମୃତ୍ୟୁଞ୍ଜୟ ମହାପାତ୍ର, ଡିଜି, ପାଣିପାଗ ବିଭାଗ
  • ୫. ଏସ. ଏନ. ପ୍ରଧାନ, ଡିଜି, ଏନସିବି
  • ୬. ଦେବାଶିଷ ପଣ୍ଡା, ଅଧ୍ୟକ୍ଷ, ଆଇଆରଡିଏ
  • ୭. ଯତୀନ୍ଦ୍ରନାଥ ସ୍ୱାଇଁ, ସଚିବ, ମତ୍ସ୍ୟ ମନ୍ତ୍ରଣାଳୟ
  • ୮. ବି ବି ସ୍ୱାଇଁ, ସଚିବ, ଏମଏସଏମଇ ମନ୍ତ୍ରଣାଳୟ
  • ୯. ତ୍ରିଲୋଚନ ମହାପାତ୍ର, ଡିଜି, ଆଇସିଏଆର
  • ୧୦. ଦୀନେଶ ପଟନାୟକ, ଡିଜି, ଆଇସିସିଆର
  • ୧୧. ଅଦ୍ୱୈତ ଗଡ଼ନାୟକ, ଡିଜି, ନେସନାଲ ଆର୍ଟ ଗ୍ୟାଲେରୀ
  • ୧୨. ଅରବିନ୍ଦ ପାଢ଼ୀ, ଯୁଗ୍ମ ସଚିବ, ନିର୍ଦେଶକ, ଆଇସିଆରଆଇଏସଏଟି
  • ୧୩. ଉଷା ପାଢ଼ୀ, ଡିଜି, ବ୍ୟୁରୋ ଅଫ ସିଭିଲ ଆଭିଏସନ
  • ୧୪. ରଶ୍ମିରଞ୍ଜନ ଦାସ, ଯୁଗ୍ମ ସଚିବ, ଅର୍ଥ ମନ୍ତ୍ରଣାଳୟ
  • ୧୫. ଏସ ଏଲ ତ୍ରିପାଠୀ, ସିଏମଡି, ୟୁନାଇଟେଡ଼ ଇଣ୍ଡିଆ ଇନସୁରାନ୍ସ

Leave A Reply

Your email address will not be published.