ରବିବାର 11.45ରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଉତ୍ସବ
ଭୁବନେଶ୍ୱର//TATKAL ODISHA//
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳର ସବୁ ମନ୍ତ୍ରୀ ସ୍ୱଇଚ୍ଛା (voluntarily)ଇସ୍ତଫା ଦେଇଛନ୍ତି I
ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ଜଣାପଡ଼ିଛି I
ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ତାଲିକା :-
ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ
କେନ୍ଦୁଝରରୁ ବଦ୍ରି ନାରାୟଣ ପାତ୍ର
କେନ୍ଦ୍ରାପଡ଼ାରୁ ଅତନୁ ସବ୍ୟସାଚୀ ନାୟକ
ମୟୂରଭଞ୍ଜରୁ ବାସନ୍ତୀ ହେମ୍ବ୍ରମ୍“
- ଇସ୍ତଫା ଦେଇଥିବା ମନ୍ତ୍ରୀ
- ++++++++++++++++
– ନିରଞ୍ଜନ ପୂଜାରୀ,
– ବିକ୍ରମ କେଶରୀ ଆରୁଖ,
– ପ୍ରଫୁଲ୍ଲ କୁମାର ମଲ୍ଲିକ,
– ରଣେନ୍ଦ୍ର ପ୍ରତାପ ସ୍ୱାଇଁ,
– ପଦ୍ମନାଭ ବେହେରା,
– ପ୍ରତାପ ଜେନା,
– ଅରୁଣ କୁମାର ସାହୁ,
– ସୁଦାମ ମାରାଣ୍ଡି,
– ସୁଶାନ୍ତ ସିଂହ,
– ନବକିଶୋର ଦାସ,
– ଟୁକୁନି ସାହୁ,
– ଜଗନ୍ନାଥ ସାରକା,
– ଦିବ୍ୟଶଙ୍କର ମିଶ୍ର,
– ଅଶୋକ ଚନ୍ଦ୍ର ପଣ୍ଡା,
– ସମୀର ରଞ୍ଜନ ଦାଶ,
– ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,
– ପ୍ରେମାନନ୍ଦ ନାୟକ,
– ରଘୁନନ୍ଦନ ଦାସ,
– ପଦ୍ମିନୀ ଦିଆନ
-ତୁଷାରକାନ୍ତି ବେହେରା
ରବିବାର ନବୀନ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ । ପୂର୍ବାହ୍ନ ୧୧.୪୫ ରେ ରାଜଭବନ କନଭେନସନ୍ ହଲ୍ ରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ବୋଲି ଜଣାପଡ଼ିଛି I
- ଦେଖନ୍ତୁ ପୂର୍ବ ରିପୋର୍ଟ
// EXCLUSIVE //
ନୂଆମନ୍ତ୍ରୀମଣ୍ଡଳ ପାଇଁ ଶେଷ ସ୍ପର୍ଶ: ଶପଥର ଶୁଭଦିନ ‘ବୁଧବାର’?
http://tatkalodisha.in/?p=15371
// TATKAL ODISHA ରିପୋର୍ଟ ସତ//
ବାଚସ୍ପତିଙ୍କ ସମେତ ସବୁ ମନ୍ତ୍ରୀ ଦେଲେ ଇସ୍ତଫା??
TATKAL ODISHA ରିପୋର୍ଟ ସତ: ବାଚସ୍ପତିଙ୍କ ସମେତ ସବୁ ମନ୍ତ୍ରୀ ଦେଲେ ଇସ୍ତଫା??