ବାସ୍ତୁଗୃହ-35: କୋଠରୀଗୁଡିକର ମାପ କେମିତି ରହିବ ?
- ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
- TATKAL ODISHA//ବାସ୍ତୁବିଜ୍ଞାନ//
*****************************************************
ଘର ପାଇଁ ପ୍ଲାନ କରୁଥିବାବେଳେ କୋଠରୀ (ଗୃହ)ଗୁଡିକର ମାପ ପ୍ରତି ଯତ୍ନଶୀଳ ହେବା ଜରୁରୀ I କାରଣ ଏସବୁକୁ ବାସ୍ତୁଶାସ୍ତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇଛି I ନ ହେଲେ ଗୃହ ଉପରେ କୁପ୍ରଭାବ ପଡ଼ିବ I
ଆସନ୍ତୁ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କଣ ଟିପ୍ସ ଦେଉଛନ୍ତି ଦେଖିବା…
++++++++++++++++++++++++++++++++++++++++
- କୋଠରୀ (ଗୃହ)ଗୁଡ଼ିକର ମାପ :
କୌଣସି ଗୃହ ବା କକ୍ଷର ଲମ୍ବ, ପ୍ରସ୍ଥ ବାସ୍ତୁ ଅନୁସାରେ, ୪, ୬, ୮, ୧୦, ୧୧, ୧୬, ୧୭, ୨୦, ୨୧, ୨୨, ୨୬, ୨୭, ୨୮ ଓ ୨୯ ଫୁଟ ହେବା ଭଲ ।
ମାତ୍ର ଯଥାସମ୍ଭବ ୧, ୭, ୯, ୧୨, ୧୩, ୧୪, ୧୫, ୧୮, ୧୯, ୨୩, ୨୪ ଏବଂ ୨୫ ନ କରିବା ପାଇଁ ଚେଷ୍ଟା କରିବା ଉଚିତ I
ଗୃହଗୁଡ଼ିକର ଆକାର
- ୧୦x୧୦,
- ୧୧x୧୦,
- ୧୧×୧୧,
- ୧୦୪୧୬,
- ୧୧×୧୬,
- ୧୬×୧୬,
- ୧୭×୧୧,
- ୧୭×୧୭,
- ୨୦×୧୬,
- ୨୧×୧୬,
- ୨୧×୨୧,
- ୨୨x୧୧,
- ୨୨x୧୧,
- ୨୨୦୧୬ ଓ
- ୨୯×୧୬ ବର୍ଗ ଫୁଟ୍ ହେବା ଉଚିତ ।
ସ୍ଥାନ ସଂରକ୍ଷଣ ଓ ସ୍ଵଳ୍ପବ୍ୟୟତା ଦୃଷ୍ଟିରୁ ପାଇଖାନା ୪x୪, ୬.୪ ଇତ୍ୟାଦି ମଧ୍ୟରେ ହେବା ଉଚିତ ।
ଏସବୁ ପ୍ରତି ଗୃହକର୍ତ୍ତା ଗୁରୁତ୍ୱ ଦେବାକୁ ହେବ I
- ଦେଖନ୍ତୁ ପୂର୍ବ ରିପୋର୍ଟ...
//ବାସ୍ତୁବିଜ୍ଞାନ-34//
*ଦୋକାନ କରିବା ପୂର୍ଵରୁ କେଉଁ ଦିଗ ପ୍ରତି ସତର୍କତା ରହିବେ?
ବାସ୍ତୁବିଜ୍ଞାନ-34: ଦୋକାନ କରିବା ପୂର୍ଵରୁ କେଉଁ ଦିଗ ପ୍ରତି ସତର୍କତା ରହିବେ?