ମଇ 30-ଜୁନ 5: ନୂଆ ସପ୍ତାହଟି କେତେ ଭଲ, କେତେ ଖରାପ ?

0
  • ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି
  • TATKAL ODISHA//HOTOSCOPE//

+++++++++++++++++++++++++++++++++++++

ଏ ସପ୍ତାହର ରାଶିଫଳ
ଶ୍ରୀ ଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି
(ଏ ସପ୍ତାହର ରାଶିଫଳ: ୩୦-୦୫-୨୨ ସୋମବାରଠାରୁ ୦୫-୦୬-୨୨ ରବିବାର ପର୍ଯ୍ୟନ୍ତ)


[ଚନ୍ଦ୍ରସ୍ଥିତି: ଚନ୍ଦ୍ର ମଙ୍ଗଳବାର ରାତ୍ରି ୧୧:୨୯ ପର୍ଯ୍ୟନ୍ତ ବୃଷରେ, ତା’ପରେ ଶୁକ୍ରବାର ଦିବା ୧୨:୨୦ ପର୍ଯ୍ୟନ୍ତ ମିଥୁନରେ, ତା’ପରେ ରବିବାର ରାତ୍ରି ୧୨:୨୪ ପର୍ଯ୍ୟନ୍ତ କର୍କଟରେ ରହି ସିଂହକୁ ଚଳିବେ।]

****************************************************


ମେଷ: ସୋମ ଓ ମଙ୍ଗଳବାର ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ତା’ପରେ ରବିବାର ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍‌କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ।

ବୃଷ: ସୋମ ଓ ମଙ୍ଗଳବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ। ତା’ପରେ ରବିବାର ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି।

ମିଥୁନ: ସୋମ ଓ ମଙ୍ଗଳବାର ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତା’ପରେ ରବିବାର ପର୍ଯ୍ୟନ୍ତ ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ।

କର୍କଟ: ସୋମ ଓ ମଙ୍ଗଳବାର ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ। ତା’ପରେ ରବିବାର ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।

ସିଂହ: ସୋମ ଓ ମଙ୍ଗଳବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ତା’ପରେ ରବିବାର ପର୍ଯ୍ୟନ୍ତ ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ।


କନ୍ୟା: ସୋମ ଓ ମଙ୍ଗଳବାର ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ତା’ପରେ ରବିବାର ପର୍ଯ୍ୟନ୍ତ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି।


ତୁଳା: ସୋମ ଓ ମଙ୍ଗଳବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ। ତା’ପରେ ରବିବାର ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ।


ବିଛା: ସୋମ ଓ ମଙ୍ଗଳବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ତା’ପରେ ରବିବାର ପର୍ଯ୍ୟନ୍ତ ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ।


ଧନୁ: ସୋମ ଓ ମଙ୍ଗଳବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ତା’ପରେ ରବିବାର ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ।


ମକର: ସୋମ ଓ ମଙ୍ଗଳବାର ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। ତା’ପରେ ରବିବାର ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ।


କୁମ୍ଭ: ସୋମ ଓ ମଙ୍ଗଳବାର ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍‌କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ। ତା’ପରେ ରବିବାର ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ।


ମୀନ: ସୋମ ଓ ମଙ୍ଗଳବାର କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ବୁଧବାରଠାରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍‌କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ। ତା’ପରେ ରବିବାର ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ।

  • ଜ୍ୟୋତିର୍ବିଦ୍ ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି, ଗଣକ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ପ୍ଲଟ୍ ୧୮୧୪/୪୦୬୯- ତୃତୀୟ ମହଲା, ନିଗମ ବିହାର, ଶ୍ରୀରାମ ନଗର ୩ୟ ଗଳି, ପୁରୁଣା ଭୁବନେଶ୍ୱର, ମୋ- ୭୦୦୮୯୬୦୫୦୨, ୯୪୩୮୨୯୬୧୩୮, ଇମେଲ: dolagovinda@gmail.କମ୍ପାନୀ

**************************************************ସୂ

ସୂଚନା: ସାଧାରଣତଃ ଦୈନିକ ଓ ସାପ୍ତାହିକ ରାଶିଫଳ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଚନ୍ଦ୍ର ଗୋଟିଏ ରାଶିରେ ପ୍ରାୟ ଅଢ଼େଇ ଦିନ ରହୁଥବାରୁ ସେହି ଅଢ଼େଇ ଦିନ ପର୍ଯ୍ୟନ୍ତ ଗୋଟିଏ ରାଶିର ଫଳ ସମାନ ରହିବ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ମୂର୍ଖତା। ଊଣା-ଅଧିକେ ଫଳ ତ ନିଶ୍ଚୟ ଘଟିବ, ମାତ୍ର ଏଥିରୁ ପାଠକେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ମୋର ପାଠକ ବନ୍ଧୁମାନଙ୍କୁ ଅନୁରୋଧ- ରାଶିଫଳ ବା ଜ୍ୟୋତିଷ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ନିଜର ପୁରୁଷକାର ଉପରେ ନିର୍ଭର କରନ୍ତୁ। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ବାଣୀ ହେଉଛି: ‘‘ଜ୍ୟୋତିଷ ଧରେ କରତେ ଯେ ଚାୟ ବାଁଚାବାଡ଼ାର କିସ୍ତିମାତ୍। ଜୀବନଚଲନା ଖାବିଖେୟେ ହୟେଇ ଥାକେ ଧୂଳିସାତ୍।।’’ କିନ୍ତୁ ବିବାହ, ବ୍ରତ, ଗୃହାରମ୍ଭ, ପ୍ରତିଷ୍ଠା, ଶିକ୍ଷା ଓ ବୃତ୍ତି ଚୟନ, ବିଦେଶ ଯାତ୍ରା, ନୂତନ ଶିଳ୍ପ ବା ବ୍ୟବସାୟ ଆରମ୍ଭ ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ଜ୍ୟୋତିଷିକ ପରାମର୍ଶ ନେବା ଉଚିତ। ପରାମର୍ଶ ପାଇଁ ନିମ୍ନୋକ୍ତ ଫୋନ୍ ନମ୍ବରରେ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଯୋଗାଯୋଗ କରିପାରନ୍ତି। )

Leave A Reply

Your email address will not be published.