ବାସ୍ତୁ ବିଜ୍ଞାନ-32: ଡାକ୍ତରଖାନା ପାଇଁ କେଉଁ ନିୟମ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA// ବାସ୍ତୁ ଗୃହ//

+++++++++++++++++++++++++++++++++++++

ଡାକ୍ତରଖାନା (Hospital) :

(କ) ଭୂଖଣ୍ଡର ପୂର୍ବ ଦିଗରେ ସଡ଼କ ରହିବା ଉତ୍ତମ। ପ୍ରବେଶ ଦ୍ବାର ପୂର୍ବ କିମ୍ବା ଉତ୍ତର ପୂର୍ବରେ କରିବା ଉଚିତ ।

(ଖ) ଡାକ୍ତରୀ ପରୀକ୍ଷା ରୁମ୍ ଉତ୍ତର ପାର୍ଶ୍ବରେ କରିବା ଉଚିତ ।

(ଗ ) କ୍ୟାସ୍ କାଉଣ୍ଟର, ପ୍ରତୀକ୍ଷାଳୟ ଦକ୍ଷିଣରେ, ଇନ୍‌କ୍ସାରୀ କାଉଣ୍ଟର ଦକ୍ଷିଣ-ପୂର୍ବରେ ରଖିବା ବିଧେୟ ।

(ଘ) ଅପରେସନ୍ ଥିଏଟର ପଶ୍ଚିମ ପାର୍ଶ୍ବରେ ଅବସ୍ଥାପିତ କରିବା ଭଲ । ଦକ୍ଷିଣ ଦିଗକୁ ମୁହଁ କରି ଅପରେସନ୍ କରିବା ସମ୍ପୂର୍ଣ୍ଣ ନିଷେଧ ।

(ଙ) ରୋଗୀମାନଙ୍କ ପାଇଁ ଦକ୍ଷିଣ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ଗୃହ ନିର୍ମାଣ କରିବା ସର୍ବୋତ୍ତମ ।

(ଚ) ବିଦ୍ୟୁତ୍‌ ପରିଚାଳନା ରୁମ୍ କିମ୍ବା ଏକ୍‌ସ-ରେ (X-ray) ରୁମ୍ ଭୂଖଣ୍ଡର ଆଗ୍ନେୟ କୋଣରେ ରଖୁବା ବିଧେୟ ।

(ଛ) ଡାକ୍ତରଖାନାର ମଧ୍ୟଭାଗ ଖୋଲା ରଖୁବା । ପିଇବା ପାଣି ବ୍ୟବସ୍ଥା ଉତ୍ତର ପୂର୍ବରେ, ଯାନବାହନ ପାକିଂ ପୂର୍ବ କିମ୍ବା ଉତ୍ତରରେ, ସିଡ଼ି ଗୃହ ପଶ୍ଚିମରେ କିମ୍ବା ଐଶାନ୍ୟ କୋଣକୁ ବାଦ ଦେଇ ତିନି କୋଣରେ କରିପାରିବେ ।

ଦେଖନ୍ତୁ ପୂର୍ବ ରିପୋର୍ଟ..

// ବାସ୍ତୁବିଜ୍ଞାନ-31//
ଶିଳ୍ପାନୁଷ୍ଠାନର ଦୋଷତ୍ରୁଟି ସୁଧାରିବେ କିପରି?

ବାସ୍ତୁବିଜ୍ଞାନ-31: ଶିଳ୍ପାନୁଷ୍ଠାନର ଦୋଷତ୍ରୁଟି ସୁଧାରିବେ କିପରି?

Leave A Reply

Your email address will not be published.