ବାସ୍ତୁ ଗୃହ-19:ଉତ୍ତର-ପଶ୍ଚିମାଭିମୁଖୀ ପ୍ଲଟରେ କରିବେ କଣ?

0
  • ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର
  • TATKAL ODISHA //ବାସ୍ତୁ ବିଜ୍ଞାନ//

***************************************************

  • ଦିଗଭିତ୍ତିକ ଗୃହାବସ୍ଥାନ

ଗୃହ ନିର୍ମାଣ ପୂର୍ବରୁ ଆପଣଙ୍କ କ୍ଷେତ୍ରରେ ଆଉ କେତୋଟି ଦିଗ ପ୍ରତି ସଚେତନ ହେବା ଅପରିହାର୍ଯ୍ୟ I ମୁଖ୍ୟତଃ ସଡ଼କ ପାର୍ଶ୍ବସ୍ଥ ଭୂଖଣ୍ଡ ହୋଇଥିଲେ, ଗୃହର କେଉଁ ଦିଗରେ ସଡ଼କ ରହିଲେ କେଉଁ ପ୍ରଣାଳୀରେ ଗୃହାବସ୍ଥାନ ଏବଂ ଏହାର ପ୍ରବେଶ ପଥ ବା ଦ୍ଵାରଗୁଡ଼ିକ କେଉଁ କେଉଁ ଦିଗ ବା ସ୍ଥାନରେ ନିର୍ଦ୍ଧାରିତ ହେବା ଆବଶ୍ୟକ, ସେଥ୍ୟପ୍ରତି ଗଭୀର ଧ୍ୟାନ ଦେବା ଆବଶ୍ୟକ। ଭୂଖଣ୍ଡ ବା ପ୍ଲଟର ବିଭିନ୍ନ ଦିଗରେ ଅତିକ୍ରମ କରିଥିବା ରାସ୍ତା ବା ପଥକୁ ଆଖି ଆଗରେ ରଖି  ଗୃହର ଅବସ୍ଥାନ ଏବଂ ଏହାର ମୁଖ୍ୟଦ୍ୱାର ଓ ଅନ୍ତଃ ଦ୍ୱାରଗୁଡ଼ିକର ସଂସ୍ଥାପନ ସମ୍ପର୍କରେ TATKAL ODISHAରେ  ବିସ୍ତୃତ ଭାବେ ବର୍ଣ୍ଣନା କରାଯାଉଛି ।

ଆସନ୍ତୁ ଉତ୍ତର -ପଶ୍ଚିମାଭିମୁଖୀ ପ୍ଲଟ ବିଷୟରେ ବାସ୍ତୁବିତ ଇଂ ଅଜୟ କୁମାର ମହାପାତ୍ର କଣ କହୁଛନ୍ତି ଦେଖିବା..

++++++++++++++++++++++++++++++++++++++

  • ଉତ୍ତର-ପଶ୍ଚିମାଭିମୁଖୀ ଭୂଖଣ୍ଡ (North-West Plot)

ଭୂଖଣ୍ଡ ଉତ୍ତର-ପଶ୍ଚିମ ବାୟବ୍ୟ କୋଣକୁ ସାମ୍ନା କରିଥିଲେ, ଉତ୍ତର-ପଶ୍ଚିମାଭିମୁଖୀ ପୁଟ୍ କୁହାଯାଏ । ନିମ୍ନ ନିୟମଗୁଡ଼ିକ ଗୃହ ନିର୍ମାଣରେ ଏକାନ୍ତ ପ୍ରୟୋଜନୀୟ ।

(କ) ମୁଖ୍ୟ ଫାଟକ ଓ ଦ୍ବାର ଉତ୍ତର-ପଶ୍ଚିମ ଦିଗର ପଶ୍ଚିମପାର୍ଶ୍ୱକୁ ହେବା ବିଧେୟ

(ଖ) ପଶ୍ଚାତ୍ ଦ୍ଵାରଟି ଦକ୍ଷିଣ-ପୂର୍ବ ଦିଗର ଦକ୍ଷିଣ ପାର୍ଶ୍ବକୁ ହେବା ଉଚିତ୍ ।

(ଗ) ଗୃହଟିକୁ ଉତ୍ତର-ପଶ୍ଚିମ ଦିଗରୁ ପଶ୍ଚିମ ପାର୍ଶ୍ୱକୁ ବର୍ଦ୍ଧିତ କଲେ ଶୁଭଙ୍କର ।

// ବାସ୍ତୁଗୃହ-18 //

ଦକ୍ଷିଣ-ପଶ୍ଚିମାଭିମୁଖୀ ପାଇଁ କି ପଦକ୍ଷେପ ଗ୍ରହଣ କରିବେ?

ବାସ୍ତୁଗୃହ-18: ଦକ୍ଷିଣ-ପଶ୍ଚିମାଭିମୁଖୀ ପାଇଁ କି ପଦକ୍ଷେପ ଗ୍ରହଣ କରିବେ?

Leave A Reply

Your email address will not be published.