ଏପ୍ରିଲ ୨୧ରୁ ଓମଫେଡର ନୂଆ ଦର

0
  • ଚା’ ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର କ୍ଷୀର


ଭୁବନେଶ୍ୱର//TATKAL ODISHA//


ତୀବ୍ର ପ୍ରତିଦ୍ବନ୍ଦୀତାର ସମ୍ମୁଖୀନ ହେଉଥିବା ଓମଫେଡ ତା’ର କ୍ଷୀର ପ୍ୟାକେଟ ଦର ସଂଶୋଧିତ କରିଛି I ଆସନ୍ତା ଏପ୍ରିଲ 21ରୁ ତାହା ଲାଗୁହେବ I


୫ଶହ ମିଲିଲିଟରକୁ..

  • ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର  ୨୪ ଟଙ୍କା 
  • ଟୋନଡ୍ କ୍ଷୀରର ମୂଲ୍ୟ ୨୧ ଟଙ୍କା

 ଚା’ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ସ୍ପେସିଆଲ ଦୁଗ୍ଧ ବିକ୍ର କରିବାକୁ ଯାଉଛି ଓମଫେଡ୍ । ଏହାର ଦାମ ୫ଶହ ମିଲିଲିଟର ପିଛା ୨୩ ଟଙ୍କା ରଖାଯାଇଛି I


ପ୍ରାରମ୍ଭିକ  ପର୍ଯ୍ୟାୟରେ ଏହା ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ । 

Leave A Reply

Your email address will not be published.