ଡ. ବିଭୁଧରଞ୍ଜନଙ୍କ ଏକାଥରେ 3 ପୁସ୍ତକ ଉନ୍ମୋଚନ

0

  • ରାଜ୍ୟପାଳଙ୍କ ଦ୍ବାରା ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର,//TATKAL ODISHA//

ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ହାତରେ ବିଶିଷ୍ଟ ଲେଖକ ଡକ୍ଟର ବିବୁଧରଂଜନଙ୍କ ଲିଖ ତିନିଗୋଟି ପୁସ୍ତକ ଉନ୍ମୋଚିତ ହୋଇଛି I ସେହି ତିନି ପୁସ୍ତକ ହେଉଛି..

  • ମର୍ଡର ମିଷ୍ଟ୍ରି ଅଫ୍ ଶ୍ରୀ ଚୈତନ୍ୟ’ (ଇଂରାଜୀ),
  • ‘ହଁ ମୃତ୍ୟୁ ପରେବି ଜୀବନ’
  • ‘ ଭକ୍ତ ଡ଼ୋରୀରେ ଶ୍ରୀଜଗନ୍ନାଥ’
  • ଏହି ଅବସରରେ ପ୍ରକାଶକ ବିଜୟ କୁମାର ମହାପାତ୍ର ଉପସ୍ଥିତ ଥିଲେ।

TATKAL ODISHAକୁ ବିଭୁଦରଞ୍ଜନ କହିଛନ୍ତି ଯେ, ଗବେଷଣା ଓ ସାରସ୍ୱତ କାର୍ଯ୍ୟ ଜାରି ରହିବ I ହାତ ଗୋଡ଼ ଚାଲୁଥିବା ଯାଏ ବନ୍ଦ ହେବନି I ଉନ୍ମୋଚିତ ହୋଇଥିବା ତିନି ପୁସ୍ତକ ପାଠକ ମାନଙ୍କ ପାଇଁ ବେଶ

Leave A Reply

Your email address will not be published.