୮ ଦିନରେ ୭ ଥର ତୈଳ ଦର ବୃଦ୍ଧି

0

ଭୁବନେଶ୍ୱର//TATKAL ODISHA//

ଭୁବନେଶ୍ୱରରେ ମଙ୍ଗଳବାର ପେଟ୍ରୋଲ ଲିଟରରେ ୮୫ ପଇସା ଓ ଡିଜେଲରେ ୭୪ ପଇସା ବୃଦ୍ଧି ହୋଇଛି ।


ମାର୍ଚ୍ଚ ୨୨ରୁ ତୈଳ ଦର ଅର୍ଥାତ ୮ ଦିନରେ ୭ ଥର ବୃଦ୍ଧି ଘଟିଛି I


ଏଇ ସମୟ ଅବଧି ଭିତରେ

ଭୁବନେଶ୍ୱରରେ ପେଟ୍ରୋଲ ଲିଟରରେ ₹୫.୧୩ ଓ

ଡିଜେଲରେ ₹୫.୦୯ ବୃଦ୍ଧି ହୋଇଛି I

Leave A Reply

Your email address will not be published.