ଜାମିନ ଖାରଜ, ଜେଲ ଗଲେ ନିରଞ୍ଜନ

0
  • ଭଦ୍ରକ//TATKAL ODISHA//

ମାନସ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ନିରଞ୍ଜନ ସେଠୀ ଜେଲ ଯାଇଛନ୍ତି I

ଚାନ୍ଦବାଲି ଜେଏମଏଫସି କୋର୍ଟରେ ତାଙ୍କୁ ପୋଲିସ ପେସ କରିଥିଲା I ହେଲେ କୋର୍ଟ ତାଙ୍କୁ ଜାମିନ ନ ଦେବାରୁ ସେ 14 ଦିନ ପାଇଁ ଭଦ୍ରକ ବିଚାର ବିଭାଗୀୟ ହଜତରେ ସେ ରହିବେ I

TATKAL ODISHAରେ ଦେଖନ୍ତୁ ପୂର୍ବ ରିପୋର୍ଟ..

// BIG BREAKING //

ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ ଗିରଫ

ମାନସ ସ୍ୱାଇଁ ହତ୍ୟାକାଣ୍ଡ: ନିରଞ୍ଜନ ସେଠୀ ଗିରଫ

Leave A Reply

Your email address will not be published.