ନୂଆ ସପ୍ତାହର ନୂଆ ରାଶିଫଳ, କେମିତି ବିତିବ?

0
  • TATKAL ODISHA //ରାଶିଫଳ//

ଏ ସପ୍ତାହର ରାଶିଫଳ ଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି(ଏ ସପ୍ତାହର ରାଶିଫଳ: ୨୮-୦୨-୨୨ ସୋମବାରଠାରୁ ୦୬-୦୩-୨୨ ରବିବାର ପର୍ଯ୍ୟନ୍ତ)
[ଚନ୍ଦ୍ରସ୍ଥିତି: ଚନ୍ଦ୍ର ମଙ୍ଗଳବାର ଦିବା ୦୪:୩୧ ପର୍ଯ୍ୟନ୍ତ ମକରରେ, ତା’ପରେ ଗୁରୁବାର ରାତ୍ରି ୦୮:୦୩ ପର୍ଯ୍ୟନ୍ତ କୁମ୍ଭରେ, ତା’ପରେ ଶନିବାର ରାତ୍ରି ୦୨:୨୯ ପର୍ଯ୍ୟନ୍ତ ମୀନରେ ରହି ମେଷକୁ ରହି ଚଳିବେ।]

ମେଷ: ସୋମ ଓ ମଙ୍ଗଳବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ବୁଧ ଓ ଗୁରୁବାର ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ଶୁକ୍ର ଓ ଶନିବାର ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ। ରବିବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।


ବୃଷ: ସୋମ ଓ ମଙ୍ଗଳବାର ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ। ବୁଧ ଓ ଗୁରୁବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଶୁକ୍ର ଓ ଶନିବାର ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ରବିବାର ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ।


ମିଥୁନ: ସୋମ ଓ ମଙ୍ଗଳବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ବୁଧ ଓ ଗୁରୁବାର ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ। ଶୁକ୍ର ଓ ଶନିବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ରବିବାର ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି।


କର୍କଟ: ସୋମ ଓ ମଙ୍ଗଳବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ବୁଧ ଓ ଗୁରୁବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଶୁକ୍ର ଓ ଶନିବାର ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ। ରବିବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ।


ସିଂହ: ସୋମ ଓ ମଙ୍ଗଳବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। ବୁଧ ଓ ଗୁରୁବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ଶୁକ୍ର ଓ ଶନିବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ରବିବାର ନବମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- ଶୁକ୍ଳପକ୍ଷରେ ଶୁଭ ଓ କୃଷ୍ଣପକ୍ଷରେ ଅଶୁଭ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ଜପ, ଧ୍ୟାନ ଓ ଅଧ୍ୟୟନ ନିମନ୍ତେ ଦିନଟି ବେଶ୍ ଶୁଭପ୍ରଦ।


କନ୍ୟା: ସୋମ ଓ ମଙ୍ଗଳବାର ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ। ବୁଧ ଓ ଗୁରୁବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। ଶୁକ୍ର ଓ ଶନିବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ରବିବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଅସୁସ୍ଥତା, ମାନସିକ ଅବସାଦ, ପାରିବାରିକ ସମସ୍ୟା ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ।


ତୁଳା: ସୋମ ଓ ମଙ୍ଗଳବାର ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍‌କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ। ବୁଧ ଓ ଗୁରୁବାର ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ। ଶୁକ୍ର ଓ ଶନିବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ। ରବିବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ।


ବିଛା: ସୋମ ଓ ମଙ୍ଗଳବାର କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ବୁଧ ଓ ଗୁରୁବାର ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍‌କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ। ଶୁକ୍ର ଓ ଶନିବାର ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ। ରବିବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମୋଟାମୋଟି ଦିନଟି ଭଲରେ କଟିବ।


ଧନୁ: ସୋମ ଓ ମଙ୍ଗଳବାର ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ। ବୁଧ ଓ ଗୁରୁବାର କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ଶୁକ୍ର ଓ ଶନିବାର ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍‌କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ। ରବିବାର ପଞ୍ଚମ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଅଶୁଭ ଓ ଶୁକ୍ଳପକ୍ଷରେ ଶୁଭ। ଇଷ୍ଟ ମନନଶୀଳ ରହିଲେ ସବୁ ପ୍ରକାର ଅଶୁଭତ୍ବ ଦୂର ହୋଇପାରିବ। ଆଜିର ଦିନଟି ଜ୍ଞାନାର୍ଜନ ଓ ଶାସ୍ତ୍ରଚର୍ଚ୍ଚା ପାଇଁ ଶୁଭପ୍ରଦ।


ମକର: ସୋମ ଓ ମଙ୍ଗଳବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ବୁଧ ଓ ଗୁରୁବାର ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ। ଶୁକ୍ର ଓ ଶନିବାର କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ରବିବାର ଚତୁର୍ଥ ଚନ୍ଦ୍ର ସାଧାରଣତଃ ମିଶ୍ରିତ ଫଳ ଦେଇଥାଏ- କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ। ତେବେ ସତ୍‌କର୍ମକାରୀଙ୍କ ପାଇଁ ଭୟର କାରଣ ନାହିଁ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଜ୍ୟୋତିଷିକ ପରାମର୍ଶ ନେବା ବିଧେୟ।


କୁମ୍ଭ: ସୋମ ଓ ମଙ୍ଗଳବାର ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ। ବୁଧ ଓ ଗୁରୁବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ଶୁକ୍ର ଓ ଶନିବାର ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ। ରବିବାର କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି।


ମୀନ: ସୋମ ଓ ମଙ୍ଗଳବାର ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ଲାଭ ଅର୍ଜନ କରିବେ। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିପାରନ୍ତି। ବୁଧ ଓ ଗୁରୁବାର ଦ୍ବାଦଶ ଚନ୍ଦ୍ର କୃଷ୍ଣପକ୍ଷରେ ଶୁଭ ଓ ଶୁକ୍ଳପକ୍ଷରେ ଅଶୁଭ ଫଳଦାୟୀ ହୋଇଥାଏ। ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଦୂରଯାତ୍ରାର ସୁଯୋଗ ବି ମିଳିପାରେ। ଶୁକ୍ର ଓ ଶନିବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ରବିବାର ଆର୍ଥିକ ଦିଗ ଭଲ ରହିବ। କର୍ମ ଅନୁଯାୟୀ ଶୁଭାଶୁଭ ଫଳ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ବଚନେ କା ଦରିଦ୍ରତା ନୀତି ଅବଲମ୍ବନ କରନ୍ତୁ। ସାତ୍ତ୍ବିକ ଆହାର ଗ୍ରହଣ ଦିଅନ୍ତୁ।


ଜ୍ୟୋତିର୍ବିଦ୍ ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି, ଗଣକ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ପ୍ଲଟ୍ ୧୮୧୪/୪୦୬୯- ତୃତୀୟ ମହଲା, ନିଗମ ବିହାର, ଶ୍ରୀରାମ ନଗର ୩ୟ ଗଳି, ପୁରୁଣା ଭୁବନେଶ୍ୱର, ମୋ- ୭୦୦୮୯୬୦୫୦୨, ୯୪୩୮୨୯୬୧୩୮, ଇମେଲ: dolagovinda@gmail.com

+++++++++++++++++++++++++++++++++(ସୂଚନା: ସାଧାରଣତଃ ଦୈନିକ ଓ ସାପ୍ତାହିକ ରାଶିଫଳ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଚନ୍ଦ୍ର ଗୋଟିଏ ରାଶିରେ ପ୍ରାୟ ଅଢ଼େଇ ଦିନ ରହୁଥବାରୁ ସେହି ଅଢ଼େଇ ଦିନ ପର୍ଯ୍ୟନ୍ତ ଗୋଟିଏ ରାଶିର ଫଳ ସମାନ ରହିବ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ମୂର୍ଖତା। ଊଣା-ଅଧିକେ ଫଳ ତ ନିଶ୍ଚୟ ଘଟିବ, ମାତ୍ର ଏଥିରୁ ପାଠକେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ମୋର ପାଠକ ବନ୍ଧୁମାନଙ୍କୁ ଅନୁରୋଧ- ରାଶିଫଳ ବା ଜ୍ୟୋତିଷ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ନିଜର ପୁରୁଷକାର ଉପରେ ନିର୍ଭର କରନ୍ତୁ। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ବାଣୀ ହେଉଛି: ‘‘ଜ୍ୟୋତିଷ ଧରେ କରତେ ଯେ ଚାୟ ବାଁଚାବାଡ଼ାର କିସ୍ତିମାତ୍। ଜୀବନଚଲନା ଖାବିଖେୟେ ହୟେଇ ଥାକେ ଧୂଳିସାତ୍।।’’ କିନ୍ତୁ ବିବାହ, ବ୍ରତ, ଗୃହାରମ୍ଭ, ପ୍ରତିଷ୍ଠା, ଶିକ୍ଷା ଓ ବୃତ୍ତି ଚୟନ, ବିଦେଶ ଯାତ୍ରା, ନୂତନ ଶିଳ୍ପ ବା ବ୍ୟବସାୟ ଆରମ୍ଭ ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିମେନ୍ତ ଜ୍ୟୋତିଷିକ ପରାମର୍ଶ ନେବା ଉଚିତ। ପରାମର୍ଶ ପାଇଁ ନିମ୍ନୋକ୍ତ ଫୋନ୍ ନମ୍ବରରେ ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଯୋଗାଯୋଗ କରିପାରନ୍ତି। )

Leave A Reply

Your email address will not be published.