କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ହେଲେ କିଶନ କୁମାର

0
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ପ୍ରତୀକ୍ଷାର ଅନ୍ତ ଘଟିଛି I ଶେଷରେ ବରିଷ୍ଠ ଆଇଏଏସ ଡ଼ଃ କିଶନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି I

ଡ଼ଃ କୁମାର କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପଦରେ ଆସୀନ ହେବେ I

ଡ଼ଃ କିଶନ କୁମାର ଏବେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସଚିବ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଛନ୍ତି I

Leave A Reply

Your email address will not be published.