ତିନି OFS ହେଲେ IAS

0

ନୂଆଦିଲ୍ଲୀ,ଭୁବନେଶ୍ୱର //TATKAL ODISHA//

ଆଇଏଏସ୍ ପଦବୀକୁ ଉନ୍ନୀତ ହୋଇଛନ୍ତି ୩ ଓଏଫଏସ୍ ଅଫିସର I

ସେମାନେ ହେଉଛନ୍ତି..

  • ଡଃ ସତ୍ୟପ୍ରିୟ ରଥ,
  • ଦୀପଙ୍କର ମହାପାତ୍ର
  • ପ୍ରଣତି ଛୋଟରାୟ

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଜାରି ହୋଇଛି ବିଜ୍ଞପ୍ତି I

ରିପୋର୍ଟ ଅନୁସାରେ ରାଜ୍ୟ ସରକାରଙ୍କ ଅଣ ପ୍ରଶାସନିକ ସେବାର ଏହି ୩ ବରିଷ୍ଠ ଅଫିସର ଡଃ ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର ଓ ପ୍ରଣତି ଛୋଟରାୟ ଆଇଏଏସ୍ ପଦବୀକୁ ଉନ୍ନୀତ ପାଇବା ପରେ ବେଶ ଖୁସି ଜାହିର କରିଛନ୍ତି I

Leave A Reply

Your email address will not be published.