ନିରଞ୍ଜନ ସେଠୀଙ୍କ ଲିଖିତ, ହ୍ୟୁମାନ-ଜ୍ୟୋତିର୍ମୟୀ ଗାଇଥିବା-ମିଠାଗୀତ ‘ମିଠା ଜହର’ ଶୁଣନ୍ତୁ..

0
  • ଭୁବନେଶ୍ୱର//TATKAL ODISHA// MUSIC//

ବିଶିଷ୍ଟ ସାହିତ୍ୟିକ, କବି ଓ ଗୀତିକାର ନିରଞ୍ଜନ ସେଠୀଙ୍କ ଦ୍ୱାରା ଲିଖିତ ଆଉ ଏକ ରୋମାଣ୍ଟିକ ଶ୍ରୁତି ମଧୁର ଗୀତ “ମିଠା ଜହର” ପୁଣି ହଲଚଲ କରି ଦେଇଛି I

ଏହାକୁ ଓଡ଼ିଶାରେ ଆଗ ଧାଡ଼ିର ଗାୟକ ହ୍ୟୁମାନ ସାଗର ଓ ଜ୍ୟୋତିର୍ମୟୀ ନାୟକ କଣ୍ଠ ଦାନ କରିଛନ୍ତି I

ସଂଗୀତ ନିର୍ଦେଶନା ବୈଦ୍ୟନାଥ ଦାଶ ଦେଇଥିଲାବେଳେ ପ୍ରଯୋଜନା କରିଛନ୍ତି ଶାନ୍ତିଲତା ସେଠୀ I

ସାଇ ସ୍ମୃତି କ୍ରିଏସନ ଵ୍ୟାନରରେ ୟୁଟୁବ ପାଇଁ ପ୍ରସ୍ତୁତ ହୋଇଛି I

ଆସନ୍ତୁ ଶୁଣିବା…

Leave A Reply

Your email address will not be published.