ଭୋଟ ପୂର୍ବରୁ 23 ପ୍ରାର୍ଥୀଙ୍କ ଅକାଳ ମୃତ୍ୟୁ

0
  • ଭୁବନେଶ୍ୱର// TATKAL ODISHA//

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଛି I ହେଲେ ରାଜ୍ୟପ୍ୟାପୀ 23 ପ୍ରାର୍ଥୀ ବିଭିନ୍ନ କାରଣରୁ ଅକାଳରେ ମୃତ୍ୟୁ ବରଣ କରିଛନ୍ତି I

ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ମୃତ୍ୟୁର ତାଲିକା ପ୍ରକାଶ ପାଇଛି I ଏସବୁ ନିର୍ବାଚନ କ୍ଷେତ୍ରରେ ଭୋଟ ପ୍ରକ୍ରିୟା ବନ୍ଦ ରହିଛି I

ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ I

  • ଦେଖନ୍ତୁ ପୂର୍ଵ ରିପୋର୍ଟ…

// BREAKING //
ଭୋଟ ପୂର୍ବରୁ ଚାଲିଗଲେ ସରପଞ୍ଚ ପ୍ରାର୍ଥୀ, ନିର୍ବାଚନ ରଦ୍ଦ

ଭୋଟ ପୂର୍ବରୁ ଚାଲିଗଲେ ସରପଞ୍ଚ ପ୍ରାର୍ଥୀ

Leave A Reply

Your email address will not be published.