ରେଳ ବଜେଟ, କେଉଁ ପ୍ରକଳ୍ପକୁ କେତେ?

0
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ରେଳ ବଜେଟ ଓଡ଼ିଶା ସର୍ବମୋଟ କେତେ ମିଳିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିଲା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ କେତେ ବ୍ୟୟବରାଦ ହୋଇଛି, ତାହା ସ୍ପଷ୍ଟ ହୋଇଛି I ମିଳିଥିବା ସୂଚନାନୁସାରେ…

  • ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ – ୮୯୧ କୋଟି
  • ଅନୁଗୁଳ-ସୁକିନ୍ଦାରୋଡ – ୪୭୫ କୋଟି
  • ହରିଦାସପୁର-ପାରାଦୀପ – ୮୫ କୋଟି
  • ତାଳଚେର-ବିମଳାଗଡ – ୨୫୦ କୋଟି
  • ଜୟପୁର-ମାଲକାନଗିରି – ୧୩ କୋଟି
  • ଜୟପୁର-ନବରଙ୍ଗପୁର – ୮୧ କୋଟି
  • ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ – ୧୬୪ କୋଟି
  • ସମ୍ବଲପୁର-ଟିଟିଲାଗଡ – ୯୯ କୋଟି
  • କୋଟିଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ – ୩୫୧ କୋଟି
  • ସମ୍ବଲପୁର-ତାଳଚେର – ୧୦୨ କୋଟି

ବାକି ପ୍ରକଳ୍ପକୁ ଖୁବଶୀଘ୍ର ଜଣାଇ ଦିଆଯିବ I

Leave A Reply

Your email address will not be published.