ନୂଆ ମାର୍ଗଦର୍ଶିକା : “ନାଇଟ କର୍ଫ୍ୟୁ” ବଲବତ୍ତର

0
  • ଏଥର ରାତ୍ରି 10ରୁ ସକାଳ 5 କଟକଣା : SRC

ଭୁବନେଶ୍ୱର//TATKAL ODISHA//

କୋଭିଡ-19ର ନୂଆ ମାର୍ଗଦର୍ଶିକା ଜାରି ହୋଇଛି I ପୂର୍ବପରି ରାତ୍ରିକାଳୀନ କଫ୍ୟୁ ବଳବତ୍ତର ରହିଛି I

ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ,ଫିଲ୍ମ ହଲ୍, ସୁଇମିଂ ପୁଲ୍, ସପିଂ ମଲରେ ଥିବା କଟକଣା ହଟିଛି I

  • ସବୁ ପ୍ରକାର ଦୋକାନ,
  • ମଲ,
  • ସିନେମା ହଲ,
  • ସୁଇମିଙ୍ଗ ହଲ,
  • ଥିଏଟର ଆଦି ରାତ୍ରି 10 ଯାଏ ଖୋଲା ରହିବ I

ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଲେ ରାଜ୍ୟ ସରକାର: ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇ ପାରିବ ସରସ୍ୱତୀ ପୁଜା; ସ୍କୁଲ, ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ୱତୀ ପୂଜାକୁ ମନା, ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁଅନୁମତି I

ସରସ୍ବତୀ ପୂଜା, ମାଘ ସପ୍ତମୀ ଆଦି ପୂଜା ହେବ, ହେଲେ ବିନା ଭକ୍ତରେ I

ଏଥିରେ ଉଲ୍ଲଘଂନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

  • ଦେଖନ୍ତୁ ଗାଇଡ଼ଲାଇନ୍ସ କଣ ରହିଛି??

Leave A Reply

Your email address will not be published.