ବିଧାନସଭା ସଚିବଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି

0

ଭୁବନେଶ୍ୱର//TATKAL ODISHA//

ବିଧାନସଭା ସଚିବ ଦଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି ହୋଇଛି I

ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଶତପଥୀ 31ଜାନୁଆରୀ 2022ରେ ଅବସର ନେବାର ଥିଲା I

ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ 31 ଡିସେମ୍ବର 2023 ଯାଏ ବୃଦ୍ଧି କରିଛନ୍ତି I ସେ ସେବେ ଯାଏ କାର୍ଯ୍ୟ ସମ୍ପାଦନ କରିବେ I

ଏହି ପ୍ରସଙ୍ଗରେ ଶ୍ରୀ ଶତପଥୀ କହିଛନ୍ତି ଯେ, ଏବେ ମୋର ଦାୟିତ୍ୱ ବଢିଛି I ଆଗାମୀ ବଜେଟ ଅଧିବେଶନରେ ଏହି କାର୍ଯ୍ୟ ଦ୍ବିଗୁଣିତ ହେବ I ଆଗାମୀ ଦିନରେ ବିଭିନ୍ନ ଚାଲେଞ୍ଜକୁ ସମ୍ମୁଖୀନ ହୋଇ କାର୍ଯ୍ୟ ସମ୍ପାଦନ କରିବାକୁ ଉଦ୍ୟମ କରିବି I

Leave A Reply

Your email address will not be published.