ଲତା ଦିଦିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର

0

– ଡାକ୍ତର କହିଲେ, ଭଗବାନଙ୍କ ନିକଟରେ କରନ୍ତୁ ପ୍ରାର୍ଥନା 

  • ମୁମ୍ବାଇ//TATKAL ODISHA// ବ୍ୟୁରୋ//

କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସ୍ୱର ସମ୍ରାଙ୍ଗୀ  ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଆଡକୁ ଆସୁଛି I ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଚିକିତ୍ସା କରୁଥିବା ଡାକ୍ତର ସମସ୍ତଙ୍କୁ ନିବେଦନ କରିଛନ୍ତି 

ଗତ  ଜାନୁଆରୀ ୮ରେ ୯୨ ବର୍ଷୀୟା  ଲତାଦିଦି  ପ୍ରଥମେ କରୋନା ଓ ପରେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ସେ  ଏବେ ମୁମ୍ବାଇ ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ବି ଆଇସିୟୁରେ ଅଛନ୍ତି ।

  ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି ।ସମସ୍ତେ ଲତାଙ୍କ ଆଶୁ ଆରୋଗ୍ୟ କାମନା କରନ୍ତୁ ବୋଲି ମଧ୍ୟ କହିଛନ୍ତି ।

  • ଦେଖନ୍ତୁ ଲତା ଦିଦିଙ୍କ ଉପରେ ପୂର୍ବ ରିପୋର୍ଟ…

ଲତା ଦିଦିଙ୍କୁ କରୋନା: ଡାକ୍ତରଖାନାରେ ଭର୍ତ୍ତି

ଲତା ଦିଦିଙ୍କୁ କରୋନା: ଡାକ୍ତରଖାନାରେ ଭର୍ତ୍ତି

Leave A Reply

Your email address will not be published.