ଚିଲିକାରେ ଫସିଲା ଭସାପୋଲ, ଫସିଲେ 50 ଯାତ୍ରୀ

0
  • ଉଦ୍ଧାର କାର୍ଯ୍ୟ ଜାରି
  • ସାତପଡ଼ା, ପୁରୀ//TATKAL ODISHA//

ଚିଲିକାରେ ଭାସି ଯାଇଛି ଭସା ପୋଲ I ଏଥିରେ ଥିବା 50 ଯାତ୍ରୀ ଫସିଛନ୍ତି I

ମିଳିଥିବା ସୂଚନାନୁସାରେ ମଝି ଚିଲିକାରେ ଯାତ୍ରୀବାହୀ ଭସା ପୋଲ ଥିବା ଜଣା ପଡ଼ିଛି I

  • ଜହ୍ନିକୁଦାରୁ କିଛି ବାଟ ଯାଇ ଚ୍ୟାନେଲ ଠାରୁ ବିଚ୍ୟୁତ୍‌ ହେଲା ଭସା ପୋଲ
  • ; ସାତପଡ଼ା ଅଭିମୁଖେ ଭସା ପୋଲ ଯାଉଥିବା ବେଳେ ଅଘଟଣ,
  • ଭସା ପୋଲରେ ୨ଟି ଯାତ୍ରୀବାହୀ ବସ୍,
  • ୧୦ଟି ବାଇକ୍ ମଧ୍ୟ ରହିଛି;
  • ମଝି ଚିଲିକାରେ ଫସି ରହିଛନ୍ତି ଭସାପୋଲରେ ଥିବା ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ

ଉଦ୍ଧାର କାର୍ଯ୍ୟ ଜାରି ରହିଛି I

ପୂର୍ବରୁ ଏମିତି ଅନେକ ଥର ଅଘଟଣ ଘଟିଛି I ତଥାପି ପ୍ରଶାସନ କିଛି ଶିଖି ପାରିଲା ନାହିଁ I

Leave A Reply

Your email address will not be published.