ଆଉ ମାଗଣା ନୁହେଁ ‘ୟୁ ଟ୍ୟୁବ’

0

  • ନୂଆଦିଲ୍ଲୀ//TATKAL ODISHA//

ୟୁଟୁବରେ ଆଉ ମାଗଣାରେ କୌଣସି ଭିଡ଼ିଓ ଦେଖି ହେବନି କି ପୋଷ୍ଟ କରି ହେବ ନାହିଁ I

ୟୁଟୁବ ସେଥିପାଇଁ ଦର ଧାର୍ଯ୍ୟ କରିଛି I ଏହି ଦର ଜାନୁୟାରୀ 23 ପର୍ଯ୍ୟନ୍ତ ବୈଧ ରହିବ ବୋଲି ସ୍ପଷ୍ଟ କରାଯାଇଛି I

  • YouTube Premium: Rs. 1,159
  • YouTube Music Premium: Rs. 889

ରିପୋର୍ଟ ମୁତାବକ ୟୁଟ୍ୟୁବ୍ ପ୍ରିମିୟମ୍, ୟୁଟ୍ୟୁବ୍ ମ୍ୟୁଜିକ୍ ପ୍ରିମିୟମ୍ ବାର୍ଷିକ ଯୋଜନା ଭାରତରେ ଏକ ପ୍ରାରମ୍ଭିକ ଅଫର୍ ସହିତ ଆରମ୍ଭ ହୋଇଛି I

Leave A Reply

Your email address will not be published.