ପ୍ରଥମ ଦିନର 1122 ସରପଞ୍ଚଙ୍କ ମନୋନୟନ ପତ୍ର ଦାଖଲ
- 22 ଜିଲ୍ଲା ପରିଷଦ ସଭ୍ୟ
- 512 ପଞ୍ଚାୟତ ସମିତି ସଭ୍ୟ
ଭୁବନେଶ୍ୱର//TATKAL ODISHA//:
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ କେତେ ନାମାଙ୍କନ ଭରିଲେ ତାର ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ I
- 22 ଜିଲ୍ଲା ପରିଷଦ ସଭ୍ୟ
- 512 ପଞ୍ଚାୟତ ସମିତି ସଭ୍ୟ
- 1122 ସରପଞ୍ଚ
- 7116 ୱାର୍ଡ ମେମ୍ବର
ମନୋନୟନ ପତ୍ର ଦାଖଲ କରିଛନ୍ତି I