ମୃତ୍ୟୁ ପୂର୍ବରୁ ଅଭିନେତା ମିହିର ବାବୁଙ୍କ ନିଜ ମୁହଁରୁ ନିଜ କଥା,ଦେଖନ୍ତୁ ଭିଡିଓ..

0
  • ବାରିପଦା, କଟକ,//TATKAL ODISHA //

ଜୀବନ ସହ ଲଢ଼ି ଶେଷରେ ହାରିଯାଇଥିବା ଓଲିଉଡ଼ ବର୍ଷିୟାନ ଅଭିନେତା ମିହିର ଦାସ ମୃତ୍ୟୁ ପୂର୍ବରୁ ଜୀବନ ସାରମର୍ମ ବୁଝି ସାରିଥିଲେ I ସେଥିପାଇଁ ସେ ଅନେକ ଅନେକ କଥା କହିଥିଲେ I

ମୟୂରଭଞ୍ଜ ଜିଲ୍ଲା ବାରିପଦା ଭଞ୍ଜପୁରରେ ଜନ୍ମିତ ମିହିର ଦାସଙ୍କ ପିଲା ବେଳୁ କଳା ପ୍ରତି ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍‌ ମାଷ୍ଟର’। ସେଇଠୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି I ପରେ ଗୋଟିଏ ହିଟ୍‌ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍‌ରେ ବଡ଼ ଷ୍ଟାର ବନି ଯାଇଥିଲେ I

ଝୁରୁଛି ଓଡ଼ିଶା

Leave A Reply

Your email address will not be published.