ଦିଲ୍ଲୀପ ରାୟଙ୍କୁ କରୋନା
- ଭୁବନେଶ୍ୱର//TATKAL ODISHA//
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ହୋଟେଲ ମେ ଫେୟାରର ମାଲିକ ଦିଲ୍ଲୀପ ରାୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି I
ଟ୍ୱିଟ କରି ଶ୍ରୀ ରାୟ ଜଣାଇଛନ୍ତି I
ସେ କହିଛନ୍ତି ଯେ, ତାଙ୍କୁ ଏବେ କାଶ ସହ ଛିଙ୍କ ହେଉଛି I ଜ୍ଵର ସାମାନ୍ୟ ରହିଛି I ରକ୍ତ ପରୀକ୍ଷା ପରେ ‘କୋଭିଡ ପଜିଟିଭ’ ବାହାରିଛି I
ଏବେ ସେ ଡାକ୍ତରଙ୍କ ତତ୍ୱାବଧାନରେ ଅଛନ୍ତି I
=========================================