ଘନ କୁହୁଡି଼ :4 ଜିଲ୍ଲାକୁ ୟେଲୋ ୱାନିଂ
- ଭୁବନେଶ୍ୱର, କନ୍ଧମାଳ//TATKAL ODISHA//
ଜାଡରେ ଥରୁଛି ସାରା ରାଜ୍ୟ ।
ପାରଦ ପ୍ରାୟ 3 ଡିଗ୍ରୀ ଖସିଥିବା ବେଳେ ଜାରି ରହିଛି ଶୀତ ଲହରୀ । ଥରୁଛି ଓଡିଶା I
କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନଗୁଳ, ଢେଙ୍କାନାଳ, କୋରାପୁଟ, ଗଜପତି, ନୂଆପଡ଼ା, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା ଓ ଗଞ୍ଜାମ ଅଦି ଜିଲ୍ଲାରେ ପାରଦ ଖସିବା ସହ ଘନ କୁହୁଡି଼ ଜୀବନ ଯାତ୍ରାକୁ ବ୍ୟାହତ କରିଛି I
ସିମିଲିଗୁଡାରେ ସର୍ବନିମ୍ନ ତାପମାତ୍ରା 6.7ଡିଗ୍ରୀ ରେକର୍ଡ ।
ଘନ କୁହୁଡି ପାଇଁ 4 ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
ସେଇ ଜିଲ୍ଲାଗୁଡିକ ହେଉଛି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁର I
=========================================