ଆରପାରିରେ ବିଶିଷ୍ଟ ସାମ୍ବାଦିକ ବନ ବିହାରୀ ମହାନ୍ତି

0
  • କଟକ, ଭୁବନେଶ୍ୱର //TATKAL ODISHA//

ବିଶିଷ୍ଟ ସାମ୍ବାଦିକ ବନ ବିହାରୀ ମହାନ୍ତି ଆଉ ଇହ ଜଗତରେ ନାହାନ୍ତି I ସେ ଦୀର୍ଘ ଦିନରୁ ଚିକିତ୍ସାଧୀନ ଥିଲେ I ମୃତ୍ୟୁ ବେଳକୁ ତାଙ୍କୁ 71 ହୋଇଥିଲା I

ସ୍ବର୍ଗତ ମହାନ୍ତି ଦୀର୍ଘ ଦିନ ଧରି ବିଭିନ୍ନ ଖବର କାଗଜରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ I ଏଥିରେ ପ୍ରଜାତନ୍ତ୍ର, ଇଷ୍ଟର୍ଣ୍ଣ ଟାଇମ୍ସ ବଳି କିଛି ଖବର କାଗଜ ଅନ୍ୟତମ ଥିଲା I

ସ୍ବର୍ଗତ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ରାଜ୍ୟର ବହୁ ସାମ୍ବାଦିକ ଶୋକ

Leave A Reply

Your email address will not be published.