ହାଇଦ୍ରାବାଦକୁ ‘ଏୟାର ଲିଫ୍ଟ’ ହେଲେ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର

0
  • ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ


ହାଇଦ୍ରାବାଦ,ଭୁବନେଶ୍ବର//TATKAL ODISHA//EXCLUSIVE//


ପୂର୍ବତନ ମନ୍ତ୍ରୀ ତଥା ଏବର ଘସିପୁରାର ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ହାଇଦ୍ରାବାଦକୁ ଏଆର ଲିଫ୍ଟ ହୋଇଛନ୍ତି I ସେଠାରେ AIGHରେ ଭର୍ତ୍ତି ହୋଇଛନ୍ତି I

ଅସୁସ୍ଥ ବଦ୍ରି ନାରାୟଣ ପାତ୍ର :ଏୟାର ଲିଫ୍ଟ ହେଉଛନ୍ତି


ମିଳିଥିବା ସୂଚନାନୁସାରେ ଶ୍ରୀ ପାତ୍ର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଯାହାଥିଲେ I

ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା I


ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଲିଫ୍ଟ ଯୋଗେ ହାଇଦ୍ରାଵାଦ  କରାଯାଇଛି I ବଦ୍ରି ବାବୁଙ୍କ ସହ ଧର୍ମ ପତ୍ନୀ ଓ ପାଞ୍ଚ ପୁଅ ଯାଇଥିବା ଜଣାପଡ଼ିଛି I

  • ଦେଖନ୍ତୁ TATKAL ODISHAର ପୂର୍ଵ ରିପୋର୍ଟ..

ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

Leave A Reply

Your email address will not be published.