ବଙ୍ଗୋପସାଗରରେ ‘ନିମ୍ନ ଚାପ’ : ପାଗ କୋହଲା
- ଭୁବନେଶ୍ୱର//TATKAL ODISHA//
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଯାଏଁ ସମୁଦ୍ର ପତ୍ତନରୁ ୦.୯ କିମି ମଧ୍ୟରେ ଲମ୍ବିଛି ନିମ୍ନ-ଚାପ I
ଉକ୍ତ ରେଖା ପ୍ରଭାବରେ ଓଡ଼ିଶାରେ ଲାଗିରହିଛି କୋହୋଲା ପାଗ I ଆଗାମୀ 24 ଘଣ୍ଟା ଯାଏ ଲାଗି ରହିବ I
ତେବେ ରାତିରେ ସମଗ୍ର ଓଡ଼ିଶାରେ ଘନ କୁହୁଡି଼ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି I