ବିଜେପି ରାଜ୍ୟ ‘କୋର’ କମିଟି: ଅପରାଜିତା, ବିଜୟଙ୍କ ନାଁ ନାହିଁ

0
  • ଭୁବନେଶ୍ୱର //TATKAL ODISHA//
  • ରିପୋର୍ଟ //ମାନସ ରଞ୍ଜନ ପାତ୍ର //

ବିଜେପିର ରାଜ୍ୟ କୋର କମିଟି ଘୋଷଣା କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନାଁ ନାହିଁ I

ରାଜ୍ୟ କୋର କମିଟିରେ ସଭାପତି ସମୀର ମହାନ୍ତିଙ୍କ ସମେତ ୧୫ ସଦସ୍ୟ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପ୍ରମୁଖ କୋର କମିଟିରେ ସାମିଲ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ବି ସାମିଲ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କୋର କମିଟିରେ ଅଛନ୍ତି ।

Leave A Reply

Your email address will not be published.