ଓଡ଼ିଆ ପୁଅଙ୍କ କମାଲ : କ୍ଵାଟର ଫାଇନାଲରେ ପ୍ରବେଶ
- ପୋଲାଣ୍ଡକୁ ୮-୨ ଗୋଲରେ ହରାଇଛି
ଭୁବନେଶ୍ୱର//TATKAL ODISHA//
ଭାରତୀୟ ଜୁନିଅର ହକି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପୋଲାଣ୍ଡକୁ ୮-୨ ଗୋଲରେ ହରାଇଛି I ଡିସେମ୍ବର ୧ରେ କ୍ୱାର୍ଟର ଫାଇନାଲରେ ଭାରତ ବେଲଜିୟମକୁ ଭେଟିବ।
ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ ଏହି ମ୍ୟାଚରେ କମାଲ କରିଥିଲେ । ସେ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।