ବିନା ବ୍ୟାୟାମ, ଡାଏଟିଂରେ ଓଜନ କମାନ୍ତୁ..

0
  • TATKAL HEALTH //ବ୍ୟୁରୋ//

ବିନା ବ୍ୟାୟାମ ଓ ଡାଏଟିଂ ରେ ଆପଣ ନିଜର ଓଜନ କମାଇ ପାରିବେ, ଜାଣନ୍ତୁ ଉପାୟ..

ବ୍ୟାୟାମ

ସୁସ୍ଥ ଓ ନିରାପଦରେ ରହିବା ନିହାତି ଜରୁରୀ I ଏଥିପାଇଁ ଆମେ ବହୁତ କିଛି ଉପାୟ ଆପଣାଇଥାଉ। ତାହା ଡାଏଟିଂ କରିବାକୁ ପଡୁ ଅଥବା କଠିନ ୱର୍କଆଉଟ୍‌, ସବୁ କିଛି ଉପାୟ ଆପଣାଉଥାଉ। କିନ୍ତୁ ସବୁ ଲୋକଙ୍କ ପାଇଁ ଏସବୁ ସହଜକର ହୋଇ ନଥାଏ। ଅନେକ ଲୋକ ବହୁତ ପ୍ରକାରର ଡାଏଟିଂର ଚେଷ୍ଟା କରିଥାନ୍ତି ଓ ଖାଦ୍ୟରେ ଅନେକ ଜିନିଷକୁ ବନ୍ଦ କରିଦେଥାନ୍ତି। ବହୁତ କିଛି ଜିନିଷକୁ ତ୍ୟାଗ କଲା ପରେ ବି ଶରୀରର ଓଜନରେ କରିଛି ପ୍ରଭାବ ପଡନଥାଏ । ଯେମିତିକାକୁ ସେମିତି । ହେଲେ ଆମେ ଆପଣଙ୍କୁ କିଛି ସହଜ ଉପାୟ କହୁଛୁ , ଯାହା କି ଆପଣଙ୍କର ବହୁତ ସାହାଯ୍ୟରେ ଆସିବ ।
ଖାଦ୍ୟରେ ତେଲର ମାତ୍ରା କମ୍ କରନ୍ତୁ – ଯଦି ଆପଣ ନିଜର ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତ ପ୍ରଥମେ ଆପଣଙ୍କର ଖାଦ୍ୟରେ ତେଲର ମାତ୍ରାକୁ କମ୍‌ କରନ୍ତୁ। ନିଜକୁ ପତଳା କରିବା ପାଇଁ ଖାଦ୍ୟର ପରିମାଣ କମାଇବା ଆଦୌ ଦରକାର ନାହିଁ। କିନ୍ତୁ ଆପଣଙ୍କୁ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ତେଲଯୁକ୍ତ ଖାଦ୍ୟ ମୋଟାପଣର ମୁଖ୍ୟ କାରଣ

  • ସକାଳ ଜଳଖିଆ

ପ୍ରତିଦିନ ଠିକ୍‌ ମସୟରେ ସକାଳ ଜଳଖିଆ ଖାଆନ୍ତୁ । ନୁହେଁତ ପେଟରେ ଗ୍ୟାସ୍‌ ପରି ସମସ୍ୟା ଆରମ୍ଭ ହୁଏ।  ଗ୍ୟାସ୍ ସମସ୍ୟା ବାହାରିବା ଫଳରେ ଅଧିକ ମୋଟା ହେବାର ସମ୍ଭାବନା ଅଛି। ସର୍ବଦା ପେଟ ଭରି ଖାଆନ୍ତୁ। ସକାଳର ଉତ୍ତମ ଜଳଖିଆରେ ପୁରା ପୋଷଣ ଶରୀରକୁ ମିଳେ। ଜଳଖିଆ ପାଇଁ ଛତୁଆ ହେଉଛି ସବୁଠୁ ଭଲ ଖାଦ୍ୟ । ଏହା ଖାଇଲେ ଅଧିକ ସମୟ ଧରି ଭୋକ ଲାଗିନଥାଏ

  • ସମୟ ଅନ୍ତରରେ ଖାଆନ୍ତୁ
  • ଦିନରେ ୨/୩ଥର ଖାଇବା ବଦଳରେ ଅଳ୍ପ ଅଳ୍ପ ପରିମାଣର ୫/୬ଥର ଖାଆନ୍ତୁ। ଆପଣ ପ୍ରତିଦିନ ଗୋଟାଏ ସମୟରେ ଖାଇବା ରୁଟିନ୍ ସ୍ଥିର କରନ୍ତୁ। ଏହା ଦ୍ୱାରା ଖାଉଥିବା ଖାଦ୍ୟ ଠିକ୍‌ରେ ହଜମ ହେବ। ଶରୀରର ସନ୍ତୁଳନ ଠିକ୍‌ ରହିବ ।
  • ଜଳସେବନ  
  • ଶଯ୍ୟା ତ୍ୟାଗ ଠାରୁ ପୁଣି ଶଯ୍ୟା ଯିବା ଯାଏ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଜଳ ଶରୀରକୁ ସତେଜ ରଖିବା ସହ ଖାଦ୍ୟକୁ ହଜମ କରିଥାଏ I


* ଖାଦ୍ୟରେ ତେଲର ମାତ୍ରା କମ୍ କରନ୍ତୁ

ଯଦି ଆପଣ ନିଜର ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତ ପ୍ରଥମେ ଆପଣଙ୍କର ଖାଦ୍ୟରେ ତେଲର ମାତ୍ରାକୁ କମ୍‌ କରନ୍ତୁ। ନିଜକୁ ପତଳା କରିବା ପାଇଁ ଖାଦ୍ୟର ପରିମାଣ କମାଇବା ଆଦୌ ଦରକାର ନାହିଁ। କିନ୍ତୁ ଆପଣଙ୍କୁ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ତେଲଯୁକ୍ତ ଖାଦ୍ୟ ମୋଟାପଣର ମୁଖ୍ୟ କାରଣ।


  • (ସଂଗୃହିତ )

Leave A Reply

Your email address will not be published.