ଡିସେମ୍ବର ରାତି ୧୨ଟା ଯାଏଁ ବାର ଖୋଲିବାକୁ ଅନୁମତି ଦିଅ

0

  • ଭୁବନେଶ୍ୱର //TATKAL ODHISHA//
  • ରିପୋର୍ଟ //ବିମଳ ଦାଶ //

ଡିସେମ୍ବରରୁ ରାତି ୧୨ଟା ଯାଏଁ ବାର ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛି ଭୁବନେଶ୍ୱର ବାର ଓ ରେସ୍ତୁରାଁ ସଙ୍ଘ  I 

    ଡାନ୍ସ ବାରରେ ରେଡ ପରେ ଚିହିଁକି ଉଠି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି  ଦାବି ଉପସ୍ଥାପନ କରିଛି  ସଂଘ I  ଦାବି ଗୁଡିକ ହେଉଛି…

  • ଚଳିତ ବର୍ଷ ବାର ଲାଇସେନ୍ସ ଫି ଛାଡ କରିବା,
  • ବାରରେ କାମ କରିବାକୁ ମହିଳାଙ୍କୁ ଅନୁମତି ଦେବା
  • ଅବାଧ କୋଠରୀ ଭିତରେ ସାଉଣ୍ଡ ସିଷ୍ଟମ ବାଜିବା ପାଇଁ କୌଣସି ଅନୁମତି ଦେଵା 

ସଙ୍ଘର ସମ୍ପାଦକ ସତ୍ୟ ମହାନ୍ତି କହିଛନ୍ତି ଯେ, ଆମ ଦାବି ନାର୍ଯ୍ୟ ଦାବି I ଏହାକୁ ସରକାର ମାନିନେବା ଆବଶ୍ୟକ I ଆମକୁ ଡିସେମ୍ବରରୁ ରାତି ୧୨ଟା ଯାଏଁ ବାର ଖୋଲିବାକୁ ଅନୁମତି ମିଳୁ I 

Leave A Reply

Your email address will not be published.