୩୭୮ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତି ବୈଧ

0

କଟକ//TATKAL ODHISHA?//

ଓଡ଼ିଶା ହାଇକୋର୍ଟ ୩୭୮ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତି ବୈଧ କରିଛନ୍ତି I

ହାଇକୋର୍ଟରେ ୨୦୦୬ରୁ ଓଏଏସ୍ ନିଯୁକ୍ତି ବିବାଦ ମାମଲା ଚାଲିଥିଲା I

ବିଚାର କରି ୩୭୮ ଓଏଏସ୍ ଅଧିକାରୀଙ୍କ ନିଯୁକ୍ତି ବୈଧ କଲେ ହାଇକୋର୍ଟ, I ଏଥିସହ ସ୍ୟାଟ୍‌ଙ୍କ ଆଦେଶକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି I ଏବେ ନିଯୁକ୍ତି ବୈଧ ହେବା ପରେ ରାଜ୍ୟ ସରକାର ନିଯୁକ୍ତି ଦେବାକୁ ବାଧ୍ୟ ହେବେ I

Leave A Reply

Your email address will not be published.