ଶେଷରେ ପ୍ରଦୀପ ମାଝୀ ଦେଲେ ଇସ୍ତଫା

0

ଭୁବନେଶ୍ୱର //TATKAL ODHISHA //

ଯାହା ପୂର୍ବାନୁମାନ କରାଯାଉ ଥିଲା, ତାହା ସତ ହେଲା I

କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ କାରିଣୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରୁ ପଠାଇଛନ୍ତି ।

କଂଗ୍ରେସରେ ଜନସେବାର ସୁଯୋଗ ନଥିବାରୁ ସେ ଦଳ ଛାଡୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି । କିଛିଦିନ ହେଲା ପ୍ରଦୀପ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ପ୍ରଦୀପ ଏହାକୁ ଏଡାଇ ଚାଲିଥିଲେ । ଶେଷରେ ଆଜି ସେ ବିଧିବଦ୍ଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

Leave A Reply

Your email address will not be published.