କେନ୍ଦ୍ର ବଢ଼ାଇଲେ ଅତିରିକ୍ତ ୩% ମହଙ୍ଗା ଭତ୍ତା

0
  • ବର୍ତ୍ତମାନ ସୁଦ୍ଧା ମୋଟ୍‍ ମହଙ୍ଗାଭତ୍ତା ୩୧%
  • ନୂଆଦିଲ୍ଲୀ //TATKAL ODHISHA//

କେନ୍ଦ୍ର ସରକାର ପୁଣି ସରକାରୀ କର୍ମଚାରୀ ଓ ପେନ୍‍ସନଧାରୀଙ୍କ ପାଇଁ ଅତିରିକ୍ତ ୩ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି I


ବର୍ତ୍ତମାନ ସୁଦ୍ଧା ମୋଟ୍‍ ମହଙ୍ଗାଭତ୍ତା ୩୧ ପ୍ରତିଶତ ହୋଇଛି I
ରାଜକୋଷ ଉପରେ ବାର୍ଷିକ ୯୪୮୮ କୋଟି ଟଙ୍କାର ବୋଝ ପଡ଼ିବ I


ମୋଟ ୪୭.୧୪ ଲକ୍ଷ କର୍ମଚାରୀ ଓ ୬୮.୬୨ଲକ୍ଷ ପେନସନଧାରୀ ଉପକୃତ ହେବେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି I

Leave A Reply

Your email address will not be published.