ଅକ୍ଟୋବର ଗାଇଡ୍‌ଲାଇନ୍ସ: ଟ୍ୱିନ୍ ସିଟି ପାଇଁ କଟକଣା

0
  • ସେପ୍ଟେମ୍ବର ମାର୍ଗଦର୍ଶିକା ଅକ୍ଟୋବରରେ ବଳବତ୍ତର

ଭୁବନେଶ୍ୱର//TATKAL ODISHA//

 କରୋନା ପାଇଁ ରାଜ୍ୟ ସରକାର ‘ଅକ୍ଟୋବର ଗାଇଡ୍‌ଲାଇନ୍ସ’ ଜାରି କରିଛନ୍ତି । ତାହା ନଭେମ୍ବର ୧ ପର୍ଯ୍ୟନ୍ତ ଲାଗୁ ହେବ । ସେପ୍ଟେମ୍ବରରେ ଜାରି ହୋଇଥିବା ମାର୍ଗଦର୍ଶିକା ଅକ୍ଟୋବରରେ ବି ବଳବତ୍ତର ରହିବ ।
 ଗୁରୁବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ।

 ³ ମାର୍ଗଦର୍ଶିକାରେ କ’ଣ ରହିଲା? ଆସନ୍ତୁ ଦେଖିବା..

 ୧. ପାର୍ବଣ ପାଇଁ କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ କଟକଣା କଡ଼ାକଡ଼ି ।
 ୨. ଅକ୍ଟୋବର ୧୧ରୁ ୨୦ ଯାଏଁ ସେହି କଟକଣା କଡ଼ାକଡ଼ି ହେବ ।
 ୩. ରାତି ୮ରୁ ସକାଳ ୫ଟା ଯାଏଁ ଜାରି ହେବ ନାଇଟ୍ କର୍ଫ୍ୟୁ ।
 ୪. ଅନ୍ୟ ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ।
 ୫. ପୂଜା ପାର୍ବଣ ସମୟରେ ବଡ଼ ଧରଣର ସମାବେଶକୁ ବାରଣ ।

Leave A Reply

Your email address will not be published.