ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବର ନୂଆ ସଭାପତି

0

EXCLUSIVE //TATKALODISHA//

ଭୁବନେଶ୍ୱର//ତତ୍କାଳ ଓଡିଶା //

ବହୁଚର୍ଚ୍ଚିତ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି I

ଶ୍ରୀ ତ୍ରିପାଠୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ 278 ଅଧିକ ଭୋଟରେ ପରାସ୍ତ କରିଛନ୍ତି I

ଶ୍ରୀ ତ୍ରିପାଠୀ ମୋଟ 776 ଖଣ୍ଡ ଭୋଟ ପାଇଥିଲାବେଳେ ଶ୍ରୀ ପଟ୍ଟନାୟକ 498 ଖଣ୍ଡ ଭୋଟ ପାଇଛନ୍ତି I

କେଉଁ ରାଉଣ୍ଡରେ କିଏ କେତେ ଭୋଟ ପାଇଲେ??

BP- ବିଜୟ ପଟ୍ଟନାୟକ

AT- ଅସିତ ତ୍ରିପାଠୀ

  • 1st Round….AT 64 BP 36,
  • 2nd round AT 58, BP 42,
  • 3rd AT 58, BP 42
  • ,4th AT 65, BP 35.
  • 5th AT 64, BP 36.
  •  6th AT 64, BP 36
  •  7th Round AT 60, BP 40.
  • 8th Round 60, BP 40.
  • 9th Round AT 58, BP 40 ( 02 rejected )
  • 10th AT 61, BP 38 (01 rejected )
  • 11th round: AT 53, BP 47.
  •  12th round: AT 59, BP 41.
  • 13th and Final round AT 52, BP 35.
  • Final announcement made:- AT 776, BP 498. Margin of 278 votes.
  • ଦେଖନ୍ତୁ ଅସିତ ତ୍ରିପାଠୀ ଭୋଟରଙ୍କୁ କଣ କହିଥିଲେ??

“Challenges are many but we will address them with a single-mindedness”

‘Challenges are many but we will address them with a single-mindedness’

Leave A Reply

Your email address will not be published.