ପ୍ରଭାତ ସୁସ୍ଥ :ହସ୍ପିଟାଲରୁ ଡିସଚାର୍ଜ

0
  • କଟକ, ଭୁବନେଶ୍ୱର//TATKAL ODISHA//

ମୁଣ୍ଡୁଳି ଦଙ୍ଗା ଦୁର୍ଘଟଣାରେ OTV କ୍ୟାମେରାମ୍ୟାନ ପ୍ରଭାତ ସିହ୍ନI ସୁସ୍ଥ ହୋଇ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରୁ ସୋମବାର ଡିସଚାର୍ଜ ହୋଇଛନ୍ତି I ଏହି ସୂଚନା ଦେଇଛନ୍ତି ହସ୍ପିଟାଲ ସୁପ୍ରିନିଟେଣ୍ଡେଣ୍ଟ I

ନିଜ ପରିବାର ସହ…

ଏହି ଦୁର୍ଘଟଣାରେ otv ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସ ପ୍ରାଣ ହରାଇଥିଲେ I

Leave A Reply

Your email address will not be published.