ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

0
  • ମାଓ ଦମନ ବୈଠକରେ ଯୋଗଦେବେ ନବୀନ

  • ନୂଆଦିଲ୍ଲୀ,ଭୁବନେଶ୍ୱର//TATKALODISHA/

ତିନି ଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ୨୬ରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୃହମନ୍ତ୍ରାଳୟ ଅନୁଷ୍ଠିତ ବୈଠକରେ ସେ ଯୋଗଦେବେ I ଉକ୍ତ  ବୈଠକରେ  ଛତିଶିଗଡ଼, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I 

     ବୈଠକରେ ଶ୍ରୀ ପଟ୍ଟନାୟକ କେନ୍ଦ୍ରୀୟ ଅଂଶଧନ ବକେୟା ଅର୍ଥ ପ୍ରଦାନ ପ୍ରସଙ୍ଗ ଉଠାଇ ଉଠାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ୨୦୧୭ ମାଓ ଦମନ ନେଇ କେନ୍ଦ୍ର ଉପରେ ୯୦୭ କୋଟି ଟଙ୍କା ବାକି ପଡ଼ିଛି । ବୈଠକ ପରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବେ ବିଭିନ୍ନ ଦାବି କରିବେ ବୋଲି ଜଣାପଡ଼ିଛି I 

Leave A Reply

Your email address will not be published.